ସୋର
ଦେଖଣା
(ସୋରୋରୁ ଲେଉଟି ଆସିଛି)
ସୋର | |
|---|---|
ସହର | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ବାଲେଶ୍ୱର |
| ଲୋକ ସଭା | ଭଦ୍ରକ |
| ଭାଷା | ଓଡ଼ିଆ |
| Elevation | 3 m (10 ft) |
| Population (୨୦୧୧) | |
| • Total | ୨୭,୭୯୪ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୬୦୪୫[୧] |
| Area code | +୦୬୭୮୮ |
| ଯାନବାହାନ ପଞ୍ଚୀକରଣ | OR/01 |
ସୋର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହା ବାଲେଶ୍ୱର ଜିଲ୍ଲାର ୭ଟି ତହସିଲ ମଧ୍ୟରୁ ଗୋଟିଏ, ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ପଞ୍ଚାୟତ ସମିତି ।
ଅବସ୍ଥାନ
[ସମ୍ପାଦନା]ଏହା ୫ ନମ୍ବର ଜାତୀୟ ରାଜପଥ ବା ଜଗନ୍ନାଥ ସଡ଼କ ନିକଟରେ କଲିକତାରୁ ଚେନ୍ନାଇ ଯିବା ରାସ୍ତରେ, ଭଦ୍ରକ ଓ ବାଲେଶ୍ୱର ସହରର ମଝା-ମଝିରେ ଅବସ୍ଥିତ । ଏହା ସୋର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ ।
ଲୋକଗଣନା
[ସମ୍ପାଦନା]୨୦୧୧ ଜଣଗଣନା ଅନୁସାରେ,[୨] ସୋରରର ଲୋକସଂଖ୍ୟା ୨୭,୭୯୪ ।
ଭାଷା
[ସମ୍ପାଦନା]ଓଡ଼ିଆ ସୋରର ସରକାରୀ ଭାଷା ।
ଆଧାର
[ସମ୍ପାଦନା]- ↑ onefivenine.com
- ↑ Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧