ତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୬,୫୯୦
ଜିଲ୍ଲା: ଜଗତସିଂହପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ତିର୍ତ୍ତୋଲ (କ୍ରମିକ ସଂଖ୍ୟା: ୧୦୨) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିରିଡ଼ି ବ୍ଳକ, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥି ବିଷ୍ଣୁ ଚରଣ ଦାସ ଭାରତୀୟ ଜନତା ପାର୍ଟିର ପାର୍ଥି ରମାକାନ୍ତ ଭୋଇଙ୍କ ଠାରୁ ୩୫୪୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ ୪୦୩୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]



ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୫][୬]

  • ୨୦୧୪: (୧୦୨): ରାଜଶ୍ରୀ ମଲ୍ଲିକ (ବିଜଦ)
  • ୨୦୦୯: (୧୦୨): ରବୀନ୍ଦ୍ର ନାଥ ଭୋଇ (ବିଜଦ)
  • ୨୦୦୪: (୩୫): ଚିରଞ୍ଜୀବ ବିଶ୍ୱାଳ (କଂଗ୍ରେସ)
  • ୨୦୦୦: (୩୫): ଦେବାଶିଷ ସାମନ୍ତରାୟ (ବିଜଦ)
  • ୧୯୯୫: (୩୫): ବସନ୍ତ କୁମାର ବିଶ୍ୱାଳ (କଂଗ୍ରେସ)
  • ୧୯୯୦: (୩୫): ବସନ୍ତ କୁମାର ବିଶ୍ୱାଳ (କଂଗ୍ରେସ)
  • ୧୯୮୫: (୩୫): ନିତ୍ୟାନନ୍ଦ ସାମନ୍ତରାୟ (କଂଗ୍ରେସ)
  • ୧୯୮୦: (୩୫): ବସନ୍ତ କୁମାର ବିଶ୍ୱାଳ (କଂଗ୍ରେସ-ଇ)
  • ୧୯୭୭: (୩୫): ପ୍ରତାପ ଚନ୍ଦ୍ର ମହାନ୍ତି (ଜନତା ପାର୍ଟି)[୭]
  • ୧୯୭୪: (୩୫): ପ୍ରତାପ ଚନ୍ଦ୍ର ମହାନ୍ତି (ଉତ୍କଳ କଂଗ୍ରେସ)
  • ୧୯୭୧: (୩୩): ପ୍ରତାପ ଚନ୍ଦ୍ର ମହାନ୍ତି (ଉତ୍କଳ କଂଗ୍ରେସ)
  • ୧୯୬୭: (୩୩): ନିଶାମଣି ଖୁଣ୍ଟିଆ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
  • ୧୯୬୧: (୧୦୮): ପ୍ରତାପ ଚନ୍ଦ୍ର ମହାନ୍ତି (କଂଗ୍ରେସ)
  • ୧୯୫୭: (୭୬): ନିଶାମଣି ଖୁଣ୍ଟିଆ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
  • ୧୯୫୧: (୭୧): ନିଶାମଣି ଖୁଣ୍ଟିଆ (ସୋସିଆଲିଷ୍ଟ)

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବୀନ୍ଦ୍ର ନାଥ ଭୋଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କଠାରୁ ୩୪,୧୮୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୮]

୨୦୦୯ ବିଧାନ ସଭା ନିର୍ବାଚନ, ତିର୍ତ୍ତୋଲ [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବୀନ୍ଦ୍ର ନାଥ ଭୋଇ ୮୨,୨୮୨ ୫୮.୭୩ -
କଂଗ୍ରେସ ରାଜକିଶୋର ବେହେରା ୪୮,୧୦୦ ୩୪.୩୩ -
ଭାଜପା ଲତାମଣୀ ଦାସ ୪,୫୧୪ ୩.୨୨ -
ସ୍ୱାଧୀନ ପ୍ରତିମା ମଲ୍ଲିକ ୨,୫୬୫ ୧.୮୩ -
ସପା ମିତାଞ୍ଜଳୀ ଦାସ ୧,୮୩୪ ୧.୩୧ -
କଳିଙ୍ଗ ସେନା ଯୁଗଳ କିଶୋର ମଲ୍ଲିକ ୮୧୫ ୦.୫୮ -
ଭୋଟ ବ୍ୟବଧାନ ୩୪,୧୮୨ ୨୪.୪୦* -
ମତଦାନ ହାର ୧,୪୦,୧୩୭ ୬୬.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ


ଆଧାର[ସମ୍ପାଦନା]

  1. "Tirtol Assembly Election 2009, Orissa". empoweringindia.org. Retrieved 19 June 2013. Constituency: Tirtol (102) District : Jagatsinghpur
  2. Assembly Constituencies and their Extent
  3. Seats of Odisha
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "State Elections 2004 - Partywise Comparision for 35-Tirtol Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "ଚିରସ୍ମରଣୀୟ ଜନନେତା". ସୂର୍ଯ୍ୟପ୍ରଭା. Retrieved 22 March 2016.
  8. "Orissa Election Result 2009 With Vote Margin". leadtech.in. Retrieved 21 April 2013. 34182
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf

ବାହାର ତଥ୍ୟ[ସମ୍ପାଦନା]