ପ୍ରଶାନ୍ତ କୁମାର ମୁଦୁଲି

ଉଇକିପିଡ଼ିଆ‌ରୁ
ପ୍ରଶାନ୍ତ କୁମାର ମୁଦୁଲି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଚିରଞ୍ଜୀବ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଉମେଶ ଚନ୍ଦ୍ର ସ୍ୱାଇଁ
ପର ଅଧିକାରୀରଘୁନନ୍ଦନ ଦାସ
ନିର୍ବାଚନ ମଣ୍ଡଳୀବାଲିକୁଦା-ଏରସମା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-04-19) ୧୯ ଅପ୍ରେଲ ୧୯୬୪ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବୈଜୟନ୍ତୀମାଳା ମହାନ୍ତି
ସନ୍ତାନ
ବାପା/ବୋଉଶଙ୍କର ମୁଦୁଲି
ବୃତ୍ତିରାଜନୀତିଜ୍ଞ

ପ୍ରଶାନ୍ତ କୁମାର ମୁଦୁଲି (ଜନ୍ମ: ୧୯ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରଶାନ୍ତ କୁମାର ମୁଦୁଲି ୧୯୬୪ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶଙ୍କର ମୁଦୁଲି ଓ ପତ୍ନୀଙ୍କ ନାମ ବୈଜୟନ୍ତୀମାଳା ମହାନ୍ତି ।[୧] ତାଙ୍କ ବାପା ଜଣେ ଓଡ଼ିଆ ରାଜନେତା ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରଶାନ୍ତ କୁମାର ମୁଦୁଲି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବାଲିକୁଦା-ଏରସମା ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବାଲିକୁଦା-ଏରସମା ବିଜୁ ଜନତା ଦଳ
୨୦୧୯ ଏବେଯାଏଁ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଜଗତସିଂହପୁର ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Prasanta Kumar Muduli". odishaassembly.nic.in. Odisha Assembly. Retrieved 4 May 2022.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Prasanta Kumar Muduli-ସମ୍ପର୍କିତ ମିଡ଼ିଆ