ସୌଭିକ ବିଶ୍ୱାଳ

ଉଇକିପିଡ଼ିଆ‌ରୁ
ସୌଭିକ ବିଶ୍ୱାଳ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀପ୍ରଭାତ ରଞ୍ଜନ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଚୌଦ୍ୱାର - କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1992-03-22) ୨୨ ମାର୍ଚ୍ଚ ୧୯୯୨ (ବୟସ ୩୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଅନନ୍ୟା ପ୍ରିୟଦର୍ଶିନୀ
ବାପା/ବୋଉପ୍ରଭାତ ରଞ୍ଜନ ବିଶ୍ୱାଳ (ବାପା)
ଲକ୍ଷ୍ମୀ ବିଳାଶିନୀ ବିଶ୍ୱାଳ (ମାଆ)‌
ବୃତ୍ତିରାଜନୀତିଜ୍ଞ

ସୌଭିକ ବିଶ୍ୱାଳ (ଜନ୍ମ: ୨୨ ମାର୍ଚ୍ଚ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର - କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୌଭିକ ବିଶ୍ୱାଳ ୧୯୯୨ ମସିହାର ମାର୍ଚ୍ଚ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଭାତ ରଞ୍ଜନ ବିଶ୍ୱାଳ [୧] । ସେ ୨୦୨୨ ମସିହାରେ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ ।[୨] ତାଙ୍କ ବାପା ପ୍ରଭାତ ରଞ୍ଜନ ବିଶ୍ୱାଳ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ସୌଭିକ ବିଶ୍ୱାଳ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Souvic Biswal". odishaassembly.nic.in. Odisha Assembly. Retrieved 21 May 2022.
  2. "ଚର୍ଚ୍ଚାରେ ବିଜେଡି ବିଧାୟକମାନଙ୍କ ପ୍ରେମ ଓ ବ୍ୟକ୍ତିଗତ ସମ୍ପର୍କ". Odisha Reporter. ଭୁବନେଶ୍ୱର. 18 May 2022. Archived from the original on 21 May 2022. Retrieved 21 May 2022. {{cite news}}: |archive-date= / |archive-url= timestamp mismatch; 18 ମଇ 2022 suggested (help)
  3. "ଏଥର ବାପା ବଦଳରେ ପୁଅ : ବିଧାନ ସଭା ଯିବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ". Prameyanews7. କଟକ. 27 May 2019. Archived from the original on 21 May 2022. Retrieved 21 May 2022. {{cite news}}: |archive-date= / |archive-url= timestamp mismatch; 24 ନଭେମ୍ବର 2020 suggested (help)

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Souvic Biswal-ସମ୍ପର୍କିତ ମିଡ଼ିଆ