Jump to content

ପ୍ରତାପ କେଶରୀ ଦେବ

ଉଇକିପିଡ଼ିଆ‌ରୁ
ପ୍ରତାପ କେଶରୀ ଦେବ
ବିଧାୟିକା: ୧୬ଶ, ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଦେବେନ୍ଦ୍ର ଶର୍ମା
ନିର୍ବାଚନ ମଣ୍ଡଳୀଆଳି
ସାଂସଦ: ରାଜ୍ୟ ସଭା
Assumed office
୧୮ ମଇ ୨୦୧୭
ପୂର୍ବ ଅଧିକାରୀବିଷ୍ଣୁ ଚରଣ ଦାସ, ବିଜେଡି
ବିଧାୟିକା: ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୧୪
ପୂର୍ବ ଅଧିକାରୀଦୋଳଗୋବିନ୍ଦ ନାୟକ
ପର ଅଧିକାରୀଦେବେନ୍ଦ୍ର ଶର୍ମା
ନିର୍ବାଚନ ମଣ୍ଡଳୀଆଳି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1972-10-16) ୧୬ ଅକ୍ଟୋବର ୧୯୭୨ (ବୟସ ୫୧)
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉଶରତ କୁମାର ଦେବ(ବାପା)[୧]/ ସୁଶ୍ରୀ ଦେବୀ (ମା)
ଶିକ୍ଷାନୁଷ୍ଠାନଦ୍ୱାଦଶ: ରାଜକୁମାର କଲେଜ, ରାୟପୁର ଏବଂ ସ୍ନାତକ: ରାମଜାସ କଲେଜ[୨]
ପେଷାସମାଜସେବା, କୃଷି, ମତ୍ସ୍ୟଚାଷ, ରାଜନେତା[୩]

ପ୍ରତାପ କେଶରୀ ଦେବ (ଜନ୍ମ: ୧୬ ଅକ୍ଟୋବର ୧୯୭୨) ଜଣେ ଓଡ଼ିଆ ରାଜନେତା । ସେ ଓଡ଼ିଶାର ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୭ ମସିହାର ମଇ ମାସରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାରୁ ରାଜ୍ୟସଭାରେ ଥିବା ସଦ୍ୟ ବିଷ୍ଣୁ ଚରଣ ଦାସଙ୍କୁ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତ ପରେ ସେ ରାଜ୍ୟସଭା ସଭ୍ୟପଦ ତ୍ୟାଗ କରିଥିଲେ ଏବଂ ପ୍ରତାପ କେଶରୀ ଦେବ ନିର୍ବାଚନରେ ବିଜୟଲାଭ କରିଥିଲେ ।[୪][୫]

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରତାପ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୩,୬୭୮ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଦେବସ୍ମିତା ଶର୍ମାଙ୍କୁ ୧୯,୬୨୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

  1. "Pratap Keshari Deb(Criminal & Asset Declaration)". myneta.info. Retrieved 2018-02-05.
  2. "Pratap Keshari Deb". MP Track by PRS Legislative Research. Retrieved 2018-02-05.
  3. "Pratap Keshari Deb(Criminal & Asset Declaration)". myneta.info. Retrieved 2018-02-05.
  4. "BJD's Pratap Deb elected unopposed to Rajya Sabha". business-standard.com. Retrieved 2017-05-18.
  5. "Naveen Patnaik announces Pratap Keshari Deb as BJD nominee for Rajya Sabha". timesofindia.indiatimes.com. Retrieved 2017-05-18.
  6. "General Election to Assembly Constituencies 2024: Aul (Odisha)". Election Commission of India. Retrieved 11 June 2024.

ବାହର ଆଧାର

[ସମ୍ପାଦନା]