Jump to content

ବଲାଙ୍ଗୀର

ଉଇକିପିଡ଼ିଆ‌ରୁ
ବଲାଙ୍ଗୀର
ସହର
Country India
Stateଓଡ଼ିଶା
Districtବଲାଙ୍ଗୀର
Government
 • ବିଧାନ ସଭା ସଭ୍ୟଅନଙ୍ଗ ଉଦୟ ସିଂଦେଓ
 • ଲୋକ ସଭା ସଭ୍ୟକଳିକେଶ ନାରାୟଣ ସିଂଦେଓ
Elevation
383 m (1,257 ft)
Population
 (2004)
 • Total୧,୦୫,୨୦୩
Languages
Time zoneUTC+5:30 (IST)
PIN
୭୬୭୦୦୧
Telephone code୦୬୬୫୨
ଯାନବାହାନ ପଞ୍ଚୀକରଣOD 03
Websitebalangir.nic.in

ଇତିହାସ

[ସମ୍ପାଦନା]

ବଲାଙ୍ଗୀର ନାମଟି ବଳରାମ ଗଡରୁ ଆସିଛି I ଏହାର ଆଉ ଏକ ବ୍ୟୁତ୍ପତ୍ତି ହେଲା " ବଲଂ ଅଙ୍ଗିକରୋତି ବିଶ୍ୱ ଯସ୍ୟ ତତ ବାଲାଙ୍ଗୀରମ I ଅର୍ଥାତ ଯେଉଁ ଅଞ୍ଚଳ ବଳ, ଶକ୍ତି ସାମର୍ଥ୍ୟକୁ ସାରା ବିଶ୍ୱର ଲୋକେ ଅଙ୍ଗୀକାର ବା ସ୍ୱୀକାର କରନ୍ତି ଯେ ଏମାନେ ବଳବାନ ସେହି ଅଞ୍ଚଳକୁ ବଲାଙ୍ଗୀର ବୋଲି କୁହାଯାଏ |

ବଲାଙ୍ଗୀର ରାଜପ୍ରାସାଦ

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]

[[ବଲାଙ୍ଗୀର ଗୋଟିଏ ବ୍ୟସ୍ତ ବହୁଲ ସହର।ଏହାକୁ ଚେସ୍ ବୋର୍ଡ଼ ସିଟି ମଧ୍ଯ କୁହାଯାଏ ।ଖାଇବା ପିଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ମଧ୍ୟ ସୁଲଭ ମୂଲ୍ୟରେ ମିଳେ । ଏହା ମଧ୍ୟ ଏକ ଦର୍ଶନୀୟ ସ୍ଥାନ ।