ବଲାଙ୍ଗୀର
Appearance
ବଲାଙ୍ଗୀର | |
---|---|
ସହର | |
Country | India |
State | ଓଡ଼ିଶା |
District | ବଲାଙ୍ଗୀର |
Government | |
• ବିଧାନ ସଭା ସଭ୍ୟ | ଅନଙ୍ଗ ଉଦୟ ସିଂଦେଓ |
• ଲୋକ ସଭା ସଭ୍ୟ | କଳିକେଶ ନାରାୟଣ ସିଂଦେଓ |
Elevation | 383 m (1,257 ft) |
Population (2004) | |
• Total | ୧,୦୫,୨୦୩ |
Languages | |
Time zone | UTC+5:30 (IST) |
PIN | ୭୬୭୦୦୧ |
Telephone code | ୦୬୬୫୨ |
ଯାନବାହାନ ପଞ୍ଚୀକରଣ | OD 03 |
Website | balangir |
ଇତିହାସ
[ସମ୍ପାଦନା]ବଲାଙ୍ଗୀର ନାମଟି ବଳରାମ ଗଡରୁ ଆସିଛି I ଏହାର ଆଉ ଏକ ବ୍ୟୁତ୍ପତ୍ତି ହେଲା " ବଲଂ ଅଙ୍ଗିକରୋତି ବିଶ୍ୱ ଯସ୍ୟ ତତ ବାଲାଙ୍ଗୀରମ I ଅର୍ଥାତ ଯେଉଁ ଅଞ୍ଚଳ ବଳ, ଶକ୍ତି ସାମର୍ଥ୍ୟକୁ ସାରା ବିଶ୍ୱର ଲୋକେ ଅଙ୍ଗୀକାର ବା ସ୍ୱୀକାର କରନ୍ତି ଯେ ଏମାନେ ବଳବାନ ସେହି ଅଞ୍ଚଳକୁ ବଲାଙ୍ଗୀର ବୋଲି କୁହାଯାଏ |
ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ହରିଶଙ୍କର ମନ୍ଦିର
- ନୃସିଂହନାଥ ମନ୍ଦିର
- ବଲାଙ୍ଗୀର ରାଜ ପ୍ରାସାଦ
- ମା ପାଟଣେଶ୍ୱରୀ ମନ୍ଦିର
- ସୋମେଶ୍ବର ଶୈବପୀଠ ,ରାଣୀପୁର ଝରିଆଲ
- ଚଉଷଠି ଯୋଗିନୀ ,ରାଣୀପୁର ଝରିଆଲ
- ଲୋକନାଥ ବାବା ମନ୍ଦିର
- ଗିରିଗୋବର୍ଦ୍ଧନ ମନ୍ଦିର, ଗଏଁତଲା
- ବ୍ରଜଧାମ, ସିଂଖମନ
- ବୀଶ୍ୱକର୍ମାଙ୍କଦ୍ୱାରା ନିର୍ମିତ ମହାଦେବ ମନ୍ଦିର, ସୂର୍ଡା
- ଶୀବ ମନ୍ଦିର, ଖୁଜେନପାଲି
- ଆନନ୍ଦ ନିକେତନ ଆଶ୍ରମ, ଖୁଜେନପାଲି
- ଯୋଗେଶ୍ୱର ମନ୍ଦିର ,ଯୋଗୀସର୍ଡା
- ହରି ହର ହାଈସ୍ ସ୍କୁଲ ,ଯୋଗୀସର୍ଡା
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
[[ବଲାଙ୍ଗୀର ଗୋଟିଏ ବ୍ୟସ୍ତ ବହୁଲ ସହର।ଏହାକୁ ଚେସ୍ ବୋର୍ଡ଼ ସିଟି ମଧ୍ଯ କୁହାଯାଏ ।ଖାଇବା ପିଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ମଧ୍ୟ ସୁଲଭ ମୂଲ୍ୟରେ ମିଳେ । ଏହା ମଧ୍ୟ ଏକ ଦର୍ଶନୀୟ ସ୍ଥାନ ।