ରଘୁନାଥ ଗମାଙ୍ଗ
ରଘୁନାଥ ଗମାଙ୍ଗ | |
|---|---|
| ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୯ – ୨୦୨୪ | |
| ପୂର୍ବ ଅଧିକାରୀ | ତ୍ରିନାଥ ଗମାଙ୍ଗ |
| ପର ଅଧିକାରୀ | ସତ୍ୟଜୀତ ଗମାଙ୍ଗ |
| ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୫ ଜୁଲାଇ ୧୯୫୯ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଜୀବନ ସାଥୀ | ସୌଦାମିନୀ ଗମାଙ୍ଗ |
| ବାପା/ବୋଉ | ଖଇରୁ ଗମାଙ୍ଗ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ରଘୁନାଥ ଗମାଙ୍ଗ (ଜନ୍ମ: ୧୫ ଜୁଲାଇ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରଘୁନାଥ ଗମାଙ୍ଗ ୧୯୫୯ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖଇରୁ ଗମାଙ୍ଗ ଓ ପତ୍ନୀଙ୍କ ନାମ ସୌଦାମିନୀ ଗମାଙ୍ଗ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରଘୁନାଥ ଗମାଙ୍ଗ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪୭,୭୫୨ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ସତ୍ୟଜୀତ ଗମାଙ୍ଗଙ୍କଠାରୁ ୨୯,୮୮୫ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Raghunath Gomango". odishaassembly.nic.in. Odisha Assembly. Retrieved 31 October 2021.
- ↑ "General Election to Gunupur (Odisha)". Election Commission of India. Retrieved 11 June 2024.
ବାହାର ଆଧାର
[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Raghunath Gomango-ସମ୍ପର୍କିତ ମିଡ଼ିଆ