Jump to content

ପୁରୀ ଜିଲ୍ଲା

ଉଇକିପିଡ଼ିଆ‌ରୁ
ପୁରୀ
ଜିଲ୍ଲା
ଜଗନ୍ନାଥ ମନ୍ଦିର
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭା[]ପୁରୀ, ଜଗତସିଂହପୁର
ଭାଷାଓଡ଼ିଆ, ଇଂରାଜୀ
Named forଶ୍ରୀକ୍ଷେତ୍ର
ବିଧାନ ସଭା୫ଟି ଆସନ
 
  • ୧. କାକଟପୁର (୧୦୫)
    ୨. ନିମାପଡ଼ା (୧୦୬)
    ୩. ପୁରୀ(୧୦୭)
    ୪. ବ୍ରହ୍ମଗିରି (୧୦୮)
    ୫. ସତ୍ୟବାଦୀ (୧୦୯)
    ୬. ପିପିଲି (୧୧୦)
Area
  ଜିଲ୍ଲା3,634 km2 (1,403 sq mi)
  ବେଳାଭୂମି81 km2 (31 sq mi)
Population
 (୨୦୧୧)
  ଜିଲ୍ଲା୧୬୯୭୯୮୩
  Rankଓଡ଼ିଶାରେ ନବମ (୯/୩୦)
  Density609/km2 (1,580/sq mi)
  Urban
୨୬୫୪୪୬
  Rural
୧୪୩୨୫୩୭
   ବର୍ଷରୁ କମ ଶିଶୁ
୧୬୪୩୮୮
Time zoneIST (+୫.୩୦)
ଡାକ କୋଡ଼
୭୫୨***[]
Area code+୦୬୭୮୨
ଯାନବାହାନ ପଞ୍ଚୀକରଣOD-13
WebsiteOfficial website

ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୬୦ କିମି ଦୁରରେ ଅବସ୍ଥିତ । ପୁରୀ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।

ଭୂଗୋଳ

[ସମ୍ପାଦନା]

ପୁରୀ ଓଡ଼ିଶାର ଏକ ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଜିଲ୍ଲା ୧୯ ଡିଗ୍ରି ୨୮ ମିନିଟ୍ରୁ ୨୬ ଡିଗ୍ରି ୩୫ ମିନିଟ୍ ଅକ୍ଷାଂଷ ଓ ୮୪ ଡିଗ୍ରି ୪୯ ମିନିଟ୍ରୁ ୮୬ ଡିଗ୍ରି ୨୫ ମିନିଟ୍ ଦ୍ରାଘିମା ମନ୍ଧ୍ୟରେ ପ୍ରାୟ ୩୦୫୧ ବର୍ଗ କି. ମି. ବା ୨୬୪୯୮୮ ହେକ୍ଟର ଅଞ୍ଚଳରେ ବିସ୍ତ୍ରୁତ ।

  1. କୁଶଭଦ୍ରା
  2. ଦୟା
  3. ଭାର୍ଗବୀ
  4. ରତ୍ନଚିରା
  5. ପ୍ରାଚୀ
  6. ଦେବୀ ନଦୀ

ଜନଗଣନା

[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୯୭,୯୮୩[] |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୩୨,୫୩୭ ଓ ସହରାଞ୍ଚଳରେ ୨,୬୫,୪୪୬ ଲୋକ ବାସ କରନ୍ତି [] |

  • ପୁରୁଷ: ୮,୬୫,୨୦୯
  • ମହିଳା: ୮,୩୨,୭୭୪
  • ଛ ବର୍ଷରୁ କମ: ୧,୬୪,୩୮୮
  • ପଢୁଆ ହାର: ୮୫.୩୭%
    • ପୁରୁଷ: ୯୧.୮୪%
    • ମହିଳା: ୭୮.୬୭%


ପର୍ଯ୍ୟଟନ ସ୍ଥଳ

[ସମ୍ପାଦନା]

ବାଲିହରଚଣ୍ଡୀ। ସାତଲହଡି ମଠ । କପେଳଶ୍ୱରପୁର । ମାଣିକପାଟଣା । ଗୁଣ୍ଡିଚା ମନ୍ଦିର । ସୁନାର ଗୌରାଙ୍ଗ । ଦକ୍ଷିଣକାଳୀ ମନ୍ଦିର,ବୀରଗୋବିନ୍ଦପୁର । କାମରୁପା କାଳୀ ମନ୍ଦିର,ବୀରପ୍ରତାପପୁର । ଉଗ୍ରତାରା କାଳୀ ମନ୍ଦିର, ସମଯାଜପୂର । ଦକ୍ଷିଣ କାଳୀ ପୀଠ, ବୀରନରସିଂହପୁର । ବରାଳ ବାଲୁଙ୍କେଶ୍ୱର ମନ୍ଦିର,ବରାଳ | ବାବା ଶ୍ରୀ ସ୍ୱପ୍ନେଶ୍ୱର ମନ୍ଦିର,କେନ୍ଦୁସାହି । ନୀଳକଣ୍ଠେଶ୍ୱର ମନ୍ଦିର, ଷ୍ଟାଣ୍ଡରା । ବାୟାବାବା ଗାଦି । ପଞ୍ଚୁପାଣ୍ଡବ ମନ୍ଦିର ସମୂହ । ବାଟ ମଙ୍ଗଳା । ଇନ୍ଦ୍ରେଶ୍ୱର ମହାଦେବ,ଓଲ୍ଲ ଓ ଅନ୍ୟାନ୍ୟ ମଠ ମନ୍ଦିର ।

ଲୋକକଳା

[ସମ୍ପାଦନା]

ସଙ୍ଗୀତ ଓ ନାଟ

[ସମ୍ପାଦନା]

ହାତକଳା

[ସମ୍ପାଦନା]

ଜଣାଶୁଣା ଖାଦ୍ୟ

[ସମ୍ପାଦନା]
  • ଖଜା: ଖଜା ବା ଫେଣି ଏକ ଓଡ଼ିଆ ପିଠା ଯାହା ମ‌ଇଦାରୁ ତିଆରି ହୋଇଥାଏ । ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା ।
  • ଅଭଡା:ପୁରୀ ଜଗନ୍ନାଥଙ୍କ ଅଭଡା ଭାରତ ପ୍ରସିଦ୍ଧ।ଏହାକୁ ଲୋକମାନେ ମହାପ୍ରସାଦ ରୂପେ ଗ୍ରହଣ କରନ୍ତି।

ଜଣାଶୁଣା ଲୋକ

[ସମ୍ପାଦନା]

ଶିକ୍ଷା

[ସମ୍ପାଦନା]

କଲେଜ ଓ ବିଶ୍ୱବିଦ୍ୟାଳୟ

[ସମ୍ପାଦନା]

ମହାବିଦ୍ୟାଳୟ ଓ ସ୍ୱାସ୍ଥକେନ୍ଦ୍ର, ପୁରୀ]]

ବିଦ୍ୟାଳୟ

[ସମ୍ପାଦନା]
  1. "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Retrieved 2008-09-20.
  2. onefivenine.com
  3. "CENSUS OF INDIA PROVISIONAL POPULATION TOTALS - ORISSA - DATA SHEET" (PDF). Government of India Ministry of Home Affairs, Janpath, Unit-IX, Bhubaneswar-751 022,. Retrieved 3 August 2011. {{cite web}}: line feed character in |publisher= at position 20 (help)CS1 maint: extra punctuation (link)
  4. Census 2011: Odisha: Rural Urban Distribution

ଅଧିକ ତଥ୍ୟ

[ସମ୍ପାଦନା]