ଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ଖୋର୍ଦ୍ଧା ବିଧାନ ସଭା ମଣ୍ଡଳୀ | |
---|---|
Legislative Assembly of Odisha constituency | |
District | Khordha |
Blocks | Khordha, Tangi |
Electorate | 2,13,691[୧][a] |
Major settlements | Khordha |
Current constituency | |
Created | 1951 |
MLA | Rajendra Kumar Sahoo |
Party | BJD |
Const. No. | 117 |
Lok Sabha Constituencies | Bhubaneswar |
ଖୋର୍ଦ୍ଧା (କ୍ରମା ଅଙ୍କ.: ୧୧୭) ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଆସେ। [୨]
ଏହି ବିଧାନ ସଭା ମଣ୍ଡଳୀରେ ଖୋର୍ଦ୍ଧା, ଖୋର୍ଦ୍ଧା ବ୍ଲକ ଓ ୮ଟି ଗ୍ରାମ ପଞ୍ଚାୟତ ଆସେ। ୮ଟି ଗ୍ରାମ ପଞ୍ଚାୟତ ହେଲା:
- ପଲ୍ଲା-ତୋଟାପଡ଼ା
- ବାଜପୁର
- ନିଝିଗଡପାଟଣା
- କାନପୁର
- ଧଉଳିମୁହଁ
- ବ୍ରଜମୋହନପୁର
- ନରଣଗଡ
- ଗୋଡିପଡା
- ଜଙ୍କିଆ
- ଗୋଳବାଇ
- ଓରାବର
- କୁରାଢମଳ
- ବାଙ୍ଗିଡା ଓ
- କାଇପଦର ଆସେ।
ନିର୍ବାଚିତ ସଦସ୍ୟ
[ସମ୍ପାଦନା]- ୨୦୨୪: ପ୍ରଶାନ୍ତ କୁମାର ଜଗଦେବ (ବିଜେପି)
- ୨୦୧୯: (୧୧୭): ଜ୍ୟୋତିନ୍ଦ୍ର ନାଥ ମିତ୍ର (ବିଜେଡି)
- ୨୦୧୪: (୧୧୭): ରାଜେନ୍ଦ୍ର କୁମାର ସାହୁ (ବିଜେଡି)
- ୨୦୦୯: (୧୧୭): ରାଜେନ୍ଦ୍ର କୁମାର ସାହୁ (ସ୍ୱାଧୀନ)
- ୨୦୦୪: (୫୯): ଜ୍ୟୋତିନ୍ଦ୍ର ନାଥ ମିତ୍ର (ବିଜେଡି)
- ୨୦୦୦: (୫୯): ଜ୍ୟୋତିନ୍ଦ୍ର ନାଥ ମିତ୍ର (ସ୍ୱାଧୀନ)
- ୧୯୯୮: (ଉପ): ଦିଲ୍ଲୀପ ଶ୍ରୀଚନ୍ଦନ (କଂଗ୍ରେସ)
- ୧୯୯୫: (୫୯): ପ୍ରସନ୍ନ କୁମାର ପାଟ୍ଟଶାଣୀ (ଜନତା ଦଳ)
- ୧୯୯୦: (୫୯): ପ୍ରସନ୍ନ କୁମାର ପାଟ୍ଟଶାଣୀ (ଜନତା ଦଳ)
- ୧୯୮୫: (୫୯): ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ)
- ୧୯୮୦: (୫୯): ପ୍ରସନ୍ନ କୁମାର ପାଟ୍ଟଶାଣୀ (କଂଗ୍ରେସ-ଇ)
- ୧୯୭୭: (୫୯): ସୁଦର୍ଶନ ମହାନ୍ତି (ଜନତା ପାର୍ଟି)
- ୧୯୭୪: (୫୯): ବେଣୁଧର ବଳିଆରସିଂହ (କଂଗ୍ରେସ)
- ୧୯୭୧: (୫୫): ବେଣୁଧର ବଳିଆରସିଂହ (JAC)
- ୧୯୬୭: (୫୫): ରାଜା ବୀରକିଶୋର ଦେବ (JAC)
- ୧୯୬୧: (୮୭): ବନମାଳି ପଟ୍ଟନାୟକ (କଂଗ୍ରେସ)
- ୧୯୫୭: (୬୦): ପ୍ରାଣନାଥ ପଟ୍ଟନାୟକ (ଭାରତୀୟ କମ୍ୟୁନିଷ୍ଟ ପାର୍ଟି)
- ୧୯୫୧: (୯୦): ମାଧବ ଚନ୍ଦ୍ର ରାଉତରାୟ (କଂଗ୍ରେସ)
୨୦୧୪ ନିର୍ବାଚନ
[ସମ୍ପାଦନା]୨୦୧୪ ନିର୍ବାଚନରେ ରାଜେନ୍ଦ୍ର ସାହୁ (ବିଜେଡି) ନିଜ ପ୍ରତିଦ୍ୱନ୍ଦୀ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କୁ ୬,୫୯୭ ଭୋଟରେ ହରେଇଥିଲେ।
୨୦୦୯ ନିର୍ବାଚନ
[ସମ୍ପାଦନା]୨୦୦୯ ନିର୍ବାଚନରେ ଜ୍ୟୋତିନ୍ଦ୍ର ନାଥ ମିତ୍ର ନିଜ ପ୍ରତିଦ୍ୱନ୍ଦୀ ରାଜେନ୍ଦ୍ର ସାହୁଙ୍କ (ସ୍ୱାଧୀନ)ଠାରୁ ୩,୨୩୫ ଭୋଟରେ ହାରିଥିଲେ।[୬]
ନୋଟ
[ସମ୍ପାଦନା]- ↑ as on 1 January 2014
ଆଧାର
[ସମ୍ପାଦନା]- ↑ "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
- ↑ "Orissa Assembly Election 2009"[permanent dead link]. empoweringindia.org.
- ↑ Assembly Constituencies and their Extent
- ↑ Seats of Odisha
- ↑ "59 - Khurda Assembly Constituency". eci.nic.in. 2006. Retrieved 22 April 2014.
List Of Winning Candidates
- ↑ "Orissa Election Result 2009 With Vote Margin" Archived 2013-05-27 at the Wayback Machine.. leadtech.in.