ବରଗଡ଼
ଦେଖଣା
ବରଗଡ଼ | |
|---|---|
ସହର | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ବରଗଡ଼ ଜିଲ୍ଲା |
| Elevation | 171 m (561 ft) |
| Population (2001) | |
| • Total | ୧,୬୩,୬୫୧ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+୫:୩୦ (IST) |
| ପିନ କୋଡ଼ | ୭୬୮୦୨୮ |
| Website | http://bargarh.nic.in/ |
ବରଗଡ଼ ଭାରତର ଓଡ଼ିଶାରେ ଥିବା ବରଗଡ଼ ଜିଲ୍ଲାର ଏକ ସହର ଓ ମୁଖ୍ୟ ସଦର ମହକୁମା । ଏହା ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ସହର ।
ଇତିହାସ
[ସମ୍ପାଦନା]ଏହା ସୀମାନ୍ତ ଜିଲ୍ଲା ମାନକଙ୍କଠାରୁ ଅନ୍ୟତମ । ଐତିହାସିକଙ୍କ ମତରେ ୧୧୦୦ ଶତାବ୍ଦୀରେ "ବାଘର କୋଟ" କାଳକ୍ରମେ ପରିବର୍ତ୍ତିତ ହୋଇ "ବରଗଡ଼"ରେ ପରିଣତହେଲା । ଚୌହାନ ବଂଶର ଶେଷ ରାଜା ବଳରାମ ଦେବ ବରଗଡ଼ଠାରେ ଦୁର୍ଗା ସେ ସ୍ଥାପନ କରିଥିଲେ । ଏହା ୧୯୩୬ ମସିହା ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାର ଅନ୍ତର୍ଭକ୍ତ ରହିଥିଲା । ୧୯୩୬ ମସିହା ଅପ୍ରେଲ ୧ରେ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରାଗଲା
ବିଶେଷତା
[ସମ୍ପାଦନା]ବିଶ୍ୱପ୍ରସିଦ୍ଧ ଖୋଲାମଞ୍ଚରେ ଏଗାରଦିନ ବ୍ଯାପି ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୁଏ ।
ଆଧାର
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |