ଭୋଗରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୨,୦୩,୬୦୪ |
| ଜିଲ୍ଲା: | ବାଲେଶ୍ୱର |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବାଲେଶ୍ୱର |
| ପଞ୍ଚାୟତ ସମିତି: | ୧ |
| ଗ୍ରାମ ପଞ୍ଚାୟତ: | |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୦ |
ଭୋଗରାଇ (କ୍ରମିକ ସଂଖ୍ୟା: ୩୬) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭୋଗରାଇ ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନନ୍ତ ଦାସ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସଙ୍କଠାରୁ ୧୯୫୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନନ୍ତ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକେଶ୍ୱର ପାତ୍ରଙ୍କଠାରୁ ୧୭,୬୫୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ଭୋଗରାଇ [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ବିଜଦ | ଅନନ୍ତ ଦାସ | ୭୩,୪୭୪ | ୫୩.୩୪ | - | |
| କଂଗ୍ରେସ | କାର୍ତ୍ତିକେଶ୍ୱର ପାତ୍ର | ୫୫,୮୨୪ | ୪୦.୫୩ | - | |
| ଭାଜପା | ରମାକାନ୍ତ ବେହେରା | ୬,୪୬୮ | ୪.୭୦ | - | |
| ବସପା | ସୁଦର୍ଶନ ଜେନା | ୭୮୨ | ୦.୫୭ | - | |
| କଳିଙ୍ଗ ସେନା | ମଧୁସୂଦନ ପାଣିଗ୍ରାହୀ | ୬୩୦ | ୦.୪୬ | - | |
| ସମୃଦ୍ଧ ଓଡ଼ିଶା | ଆଶିଷ କୁମାର ଦାସ | ୫୭୪ | ୦.୪୨ | - | |
| ଭୋଟ ବ୍ୟବଧାନ | ୧୭,୬୫୦ | ୧୨.୮୧* | - | ||
| ମତଦାନ ହାର | ୧,୩୭,୭୭୩ | ୭୨.୨୧ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ଗୌତମବୁଦ୍ଧ ଦାସ (ବିଜଦ)
- ୨୦୧୯: ଅନନ୍ତ ଦାସ (ବିଜଦ)
- ୨୦୧୪: ଅନନ୍ତ ଦାସ (ବିଜଦ)
- ୨୦୦୯: (୩୨): ଅନନ୍ତ ଦାସ (ବିଜଦ)
- ୨୦୦୪: (୧୧): ଅନନ୍ତ ଦାସ (ବିଜଦ)
- ୨୦୦୦: (୧୧): କମଳା ଦାସ (ବିଜଦ)
- ୧୯୯୫: (୧୧): କମଳା ଦାସ (ଜନତା ଦଳ)
- ୧୯୯୦: (୧୧): କମଳା ଦାସ (ଜନତା ଦଳ)
- ୧୯୮୫: (୧୧): ଉମାରାଣୀ ପାତ୍ର (କଂଗ୍ରେସ)
- ୧୯୮୦: (୧୧): କାର୍ତ୍ତିକେଶ୍ୱର ପାତ୍ର (କଂଗ୍ରେସ-ଇ)
- ୧୯୭୭: (୧୧): ସୁଶାନ୍ତ ଚାନ୍ଦ (ଜନତା)
- ୧୯୭୪: (୧୧): କାର୍ତ୍ତିକେଶ୍ୱର ପାତ୍ର (କଂଗ୍ରେସ)
- ୧୯୭୧: (୧୧): କାର୍ତ୍ତିକେଶ୍ୱର ପାତ୍ର (କଂଗ୍ରେସ)
- ୧୯୬୭: (୧୧): ପ୍ୟାରୀମୋହନ ଦାସ (ପ୍ରଜା ସ୍ୱତନ୍ତ୍ର ପାର୍ଟି)
- ୧୯୬୧: (୧୨୯): ପ୍ୟାରୀମୋହନ ଦାସ (ପ୍ରଜା ସ୍ୱତନ୍ତ୍ର ପାର୍ଟି)
- ୧୯୫୭: ଦୁର୍ଗା ଶଙ୍କର ଦାସ (କଂଗ୍ରେସ)
- ୧୯୫୨: (୫୨): ଶଶିକାନ୍ତ ଭଞ୍ଜ (ସ୍ୱାଧୀନ)
ଆଧାର
[ସମ୍ପାଦନା]- ↑ "Bhograi Assembly Election 2009, Orissa". empoweringindia.org. Archived from the original on 26 February 2014. Retrieved 6 June 2013.
Constituency: Bhograi (36) District : Balasore
- ↑ Assembly Constituencies and their Extent
- ↑ Seats of Odisha
- 1 2 https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
17650
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 11-Bhograi Constituency of ORISSA". eci.nic.in. 2006. Retrieved 6 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf