ବରପାଲି
ଦେଖଣା
ବରପାଲି | |
|---|---|
ସହର | |
| Country | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ବରଗଡ଼ |
| Population (2001) | |
| • Total | ୧୯,୧୫୪ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |

ବରପାଲି ,ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ବିଜ୍ଞାପିତ ଅଞ୍ଚଳ । ଏଠାରେ ଓଡ଼ିଶାର ସ୍ୱଭାବ କବି ଗଙ୍ଗାଧର ମେହେର ଜନ୍ମଗ୍ରହଣ କରିଥିଲେ ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]କବି ଗଙ୍ଗାଧରଙ୍କ ଜନ୍ମସ୍ଥଳୀ
[ସମ୍ପାଦନା]ବିଖ୍ୟାତ ସମ୍ବଲପୁରୀ ବସ୍ତ୍ରର ଶିଳ୍ପ
[ସମ୍ପାଦନା]ବରପାଲି ପ୍ରକୃତରେ ବିଶ୍ୱ ବିଖ୍ୟାତ ସମ୍ବଲପୁରୀ ବସ୍ତ୍ରର ମୁଖ୍ୟ ବୟାନ କେନ୍ଦ୍ର । ଯଦିଓ ବରଗଡରେ ଜନ୍ମିତ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ପ୍ରଥମ କରି ସମ୍ବଲପୁରୀ ବସ୍ତ୍ରକୁ ଏହାର ଅତୁଲ୍ୟ ରଙ୍ଗ ଓ ଡିଜାଇନ ଦେଇ ତାହାକୁ ଏକ ଶିଳ୍ପ ହିସାବରେ ରୂପ ଦେଇଥିଲେ , ବରପାଲିର ପଦ୍ମଶ୍ରୀ କୁଞ୍ଜବିହାରୀ ମେହେର ସମ୍ବଲପୁରୀ ବସ୍ତ୍ର ପାଇଁ ସୁନ୍ଦର ଡିଜାଇନ ସବୁ ଉଦ୍ଭାବନ କରି ତାକୁ ଆହୁରି ପ୍ରସିଦ୍ଧି ଦେଇଥିଲେ ।୧
ପର୍ଯ୍ୟଟନ
[ସମ୍ପାଦନା]ଶିକ୍ଷା
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "ଆର୍କାଇଭ୍ କପି". Archived from the original on 2020-06-18. Retrieved 2016-10-15.
{{cite web}}: Cite has empty unknown parameter:|1=(help)