ଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୨,୪୩,୨୪୭ |
| ଜିଲ୍ଲା: | କେନ୍ଦ୍ରାପଡ଼ା |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦ୍ରାପଡ଼ା |
| ପଞ୍ଚାୟତ ସମିତି: | ୨ |
| ଗ୍ରାମ ପଞ୍ଚାୟତ: | ୬୧ (ଆଳି:୩୨, ରାଜକନିକା:୨୯) |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୦ |
ଆଳି (କ୍ରମିକ ସଂଖ୍ୟା: ୯୮) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଳି ବ୍ଳକ ଓ ରାଜକନିକା ବ୍ଳକ ।[୨][୩]
ଗତ ୨୦୧୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ କେଶରୀ ଦେବ, କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କଠାରୁ ୫୫,୬୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
ଗତ ୨୦୧୪ ବିଧାନ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ କେଶରି ଦେବଙ୍କଠାରୁ ୩୫୦୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ଆଳି [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ବିଜଦ | ପ୍ରତାପ କେଶରୀ ଦେବ | ୭୨,୦୧୨ | ୫୦.୦୦ | - | |
| କଂଗ୍ରେସ | ଦେବେନ୍ଦ୍ର ଶର୍ମା | ୬୬,୧୩୫ | ୪୫.୯୨ | - | |
| ଭାଜପା | ବ୍ରଜ ସୁନ୍ଦର ଭୂୟାଁ | ୩,୩୫୮ | ୨.୩୩ | - | |
| ସିପିଆଇ(ମାଲେ) ଲିବରେସନ | ବିଧାନ ଚନ୍ଦ୍ର ଦାସ | ୯୩୦ | ୦.୬୫ | - | |
| ବସପା | ଅକ୍ଷୟ କୁମାର ମଲ୍ଲିକ | ୮୪୨ | ୦.୫୮ | - | |
| ସମୃଦ୍ଧ ଓଡ଼ିଶା | ପ୍ରଭାତୀ ସାହୁ | ୪୦୯ | ୦.୨୮ | - | |
| ଆରପିଆଇ (ଆ) | ପ୍ରଶାନ୍ତ କୁମାର ନାୟକ | ୩୪୪ | ୦.୨୪ | - | |
| ଭୋଟ ବ୍ୟବଧାନ | ୫,୮୭୭ | ୪.୦୮* | - | ||
| ମତଦାନ ହାର | ୧,୪୪,୦୬୨ | ୬୩.୧୧ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]
- ୨୦୨୪: (୯୮): ପ୍ରତାପ କେଶରୀ ଦେବ (ବିଜଦ)
- ୨୦୧୯: (୯୮): ପ୍ରତାପ କେଶରୀ ଦେବ (ବିଜଦ)
- ୨୦୧୪: (୯୮): ଦେବେନ୍ଦ୍ର ଶର୍ମା (କଂଗ୍ରେସ)
- ୨୦୦୯: (୯୮): ପ୍ରତାପ କେଶରୀ ଦେବ (ବିଜଦ)
- ୨୦୦୪: (୩୦): ପ୍ରତାପ କେଶରୀ ଦେବ (ବିଜଦ)
- ୨୦୦୦: (୩୦): ପ୍ରତାପ କେଶରୀ ଦେବ (ବିଜଦ)
- ୧୯୯୫: (୩୦): ଦୋଳଗୋବିନ୍ଦ ନାୟକ (କଂଗ୍ରେସ)
- ୧୯୯୦: (୩୦): ସୁଶ୍ରୀ ଦେବୀ (ଜନତା ଦଳ)
- ୧୯୮୫: (୩୦): ଦୋଳଗୋବିନ୍ଦ ନାୟକ (କଂଗ୍ରେସ)
- ୧୯୮୦: (୩୦): ଶରତ କୁମାର ଦେବ (ଜନତା-ଏସ)
- ୧୯୭୭: (୩୦): ଶରତ କୁମାର ଦେବ (ଜନତା)
- ୧୯୭୪: (୩୦): ଶରତ କୁମାର ଦେବ (ସ୍ୱତନ୍ତ୍ର)
- ୧୯୭୧: (୨୮): ଶରତ କୁମାର ଦେବ (ସ୍ୱତନ୍ତ୍ର)
- ୧୯୬୭: (୨୮): ଦିବାକର ନାଥ ଶର୍ମା (କଂଗ୍ରେସ)
- ୧୯୬୧: (୧୧୧): ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ (କଂଗ୍ରେସ)
- ୧୯୫୭: (୭୯): ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ (କଂଗ୍ରେସ)
- ୧୯୫୧: (୬୬): ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ (ସ୍ୱାଧୀନ)
ଆଧାର
[ସମ୍ପାଦନା]- ↑ "Aul Assembly Election 2009, Orissa". empoweringindia.org. Archived from the original on 19 April 2014. Retrieved 17 June 2013.
Constituency: Aul (98) District : Kendrapara
- ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
5877
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 30-Aul Constituency of ORISSA". eci.nic.in. 2006. Retrieved 17 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf