ସୁବ୍ରତ ତରାଇ

ଉଇକିପିଡ଼ିଆ‌ରୁ
ସୁବ୍ରତ ତରାଇ
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ପୂର୍ବ ଅଧିକାରୀହଳୁ ମୁଣ୍ଡାରୀ
ନିର୍ବାଚନ ମଣ୍ଡଳୀରଘୁନାଥପାଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1970-06-30) ୩୦ ଜୁନ ୧୯୭୦ (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଅର୍ଚ୍ଚନା ରେଖା ବେହେରା
ବାପା/ବୋଉଲକ୍ଷ୍ମୀଧର ତରାଇ (ବାପା)
ବୃତ୍ତିରାଜନୀତିଜ୍ଞ

ସୁବ୍ରତ ତରାଇ (ଜନ୍ମ: ୩୦ ଜୁନ ୧୯୩୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁବ୍ରତ ତରାଇ ୧୯୭୦ ମସିହାର ଜୁନ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀଧର ତରାଇ ଓ ପତ୍ନୀଙ୍କ ନାମ ଅର୍ଚ୍ଚନା ରେଖା ବେହେରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସୁବ୍ରତ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ୨୦୧୨ରୁ ୨୦୧୪ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ରଘୁନାଥପାଲୀ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ରଘୁନାଥପାଲୀ ବିଜୁ ଜନତା ଦଳ
୨୦୧୯ -- ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ରଘୁନାଥପାଲୀ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Subrat Tarai". odishaassembly.nic.in. Odisha Assembly. Retrieved 1 November 2020.
  2. "ରଘୁନାଥପାଲୀ ବିଧାନ ସଭା କ୍ଷେତ୍ର : ଗୋ‌ଷ୍ଠୀକନ୍ଦଳ ସୁବ୍ରତଙ୍କ ପାଇଁ ଅଡୁଆ | Sambad". ସମ୍ବାଦ. sambad.in. 15 March 2019. Retrieved 1 November 2020.
  3. "No ministerial berth disappoints Sundargarh BJD workers". The New Indian Express. 30 May 2019. Retrieved 1 November 2020.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Subrat Tarai-ସମ୍ପର୍କିତ ମିଡ଼ିଆ