ବଡ଼ସାହି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୬୮,୯୯୯ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବାଲେଶ୍ୱର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ବଡ଼ସାହି (କ୍ରମିକ ସଂଖ୍ୟା: ୩୨) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବେତନଟୀ ବ୍ଳକ ଓ ବଡ଼ସାହି ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗଣେଶ୍ୱର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜାମିନୀକାନ୍ତ ନାୟକଙ୍କଠାରୁ ୧୬୮୩୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରଞ୍ଜନ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ପାତ୍ରଙ୍କଠାରୁ ୧୫,୪୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ସାହି [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ମନୋରଞ୍ଜନ ସେଠୀ | ୪୮,୩୮୨ | ୪୫.୨୭ | - | |
କଂଗ୍ରେସ | ଗଣେଶ୍ୱର ପାତ୍ର | ୩୨,୮୮୩ | ୩୦.୭୭ | - | |
ସ୍ୱାଧୀନ | ମାନସ ରଞ୍ଜନ ବେହେରା | ୯,୧୧୩ | ୮.୫୩ | - | |
ଝାମୁମୋ | କ୍ଷିରୋଦ ଚନ୍ଦ୍ର ପାତ୍ର | ୮,୦୫୧ | ୭.୫୩ | - | |
ସମୃଦ୍ଧ ଓଡ଼ିଶା | ଅନୁପମା ଦଣ୍ଡପାଟ | ୨,୨୨୪ | ୨.୦୮ | - | |
ସ୍ୱାଧୀନ | ଲୁନା କିଶୋର ଦଳେଇ | ୧,୪୧୨ | ୧.୩୨ | - | |
ସ୍ୱାଧୀନ | ରବିନ୍ଦ୍ର ନାଥ ସେଠୀ | ୧,୧୬୫ | ୧.୦୯ | - | |
ବସପା | ସତ୍ୟଭାମା ସେଠୀ | ୧,୦୧୯ | ୦.୯୫ | - | |
ଜନ ହିତକାରୀ ପାର୍ଟି | ଦିଲ୍ଲିପ କୁମାର କାଣ୍ଡ | ୮୭୩ | ୦.୮୨ | - | |
ସପା | ମୃତ୍ୟୁଞ୍ଜୟ ସେଠୀ | ୬୮୧ | ୦.୬୪ | - | |
ଭୋଟ ବ୍ୟବଧାନ | ୧୫,୪୯୯ | ୧୪.୫୦* | - | ||
ମତଦାନ ହାର | ୧,୦୬,୮୭୮ | ୭୧.୨୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୪]
- ୨୦୧୯: ସନାତନ ବିଜୁଳି (ଭାଜପା)
- ୨୦୧୪: ଗଣେଶ୍ୱର ପାତ୍ର (ବିଜଦ)
- ୨୦୦୯: (୩୨): ମନୋରଞ୍ଜନ ସେଠୀ (ବିଜଦ)
ଆଧାର
[ସମ୍ପାଦନା]- ↑ "Badasahi Assembly Election 2009, Orissa". empoweringindia.org. Archived from the original on 21 February 2014. Retrieved 7 June 2013.
Constituency: Badasahi (32) District : Mayurbhanj
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
15,499
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf