ଭଦ୍ରକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୨,୨୯,୪୯୧ |
| ଜିଲ୍ଲା: | ଭଦ୍ରକ |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
| ପଞ୍ଚାୟତ ସମିତି: | ୧ |
| ଗ୍ରାମ ପଞ୍ଚାୟତ: | |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୧ |
ଭଦ୍ରକ (କ୍ରମିକ ସଂଖ୍ୟା: ୪୪) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଦ୍ରକ (ପୌ) ଓ ଭଦ୍ରକ ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନରେନ୍ ପଲାଇଙ୍କଠାରୁ ୨୩୫୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନରେନ ପଲାଇଙ୍କଠାରୁ ୨୧,୪୨୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ଭଦ୍ରକ [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ବିଜଦ | ଯୁଗଳ କିଶୋର ପଟ୍ଟନାୟକ | ୭୫,୨୯୪ | ୫୩.୯୯ | - | |
| କଂଗ୍ରେସ | ନରେନ ପଲାଇ | ୫୩,୮୬୬ | ୩୮.୬୩ | - | |
| ଭାଜପା | ତୁଷର କାନ୍ତି ଜେନା | ୭,୭୫୫ | ୫.୫୬ | - | |
| ବସପା | ସରସ୍ୱତୀ ମଲିକ | ୫୬୨ | ୦.୪୦ | - | |
| ସ୍ୱାଧୀନ | ସଞ୍ଜୟ କୁମାର ନାୟକ | ୫୪୫ | ୦.୩୯ | - | |
| ସ୍ୱାଧୀନ | ଗଗନ ଜେନା | ୪୬୪ | ୦.୩୩ | - | |
| ସ୍ୱାଧୀନ | ଅଭିମନ୍ୟୁ ଦାସ | ୨୭୪ | ୦.୨୦ | - | |
| ଓଡ଼ିଶା ମୁକ୍ତି ମୋର୍ଚ୍ଚା | ପ୍ରକାଶ ଚନ୍ଦ୍ର ସାହୁ | ୨୫୦ | ୦.୧୮ | - | |
| ସମୃଦ୍ଧ ଓଡ଼ିଶା | ରାଜେନ୍ଦ୍ର ପ୍ରସାଦ ଜେନା | ୨୪୫ | ୦.୧୮ | - | |
| ସ୍ୱାଧୀନ | ଅଜୟ କୁମାର ମଲିକ | ୧୯୩ | ୦.୧୪ | - | |
| ଭୋଟ ବ୍ୟବଧାନ | ୨୧,୪୨୮ | ୧୫.୩୭* | - | ||
| ମତଦାନ ହାର | ୧,୩୯,୪୪୮ | ୬୫.୧୨ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ସୀତାଂଶୁ ଶେଖର ମହାପାତ୍ର (ବିଜେପି)
- ୨୦୧୯: ସଞ୍ଜୀବ କୁମାର ମଲ୍ଲିକ (ବିଜଦ)
- ୨୦୧୪: ଯୁଗଳ କିଶୋର ପଟ୍ଟନାୟକ (ବିଜଦ)
- ୨୦୦୯: (୪୪): ଯୁଗଳ କିଶୋର ପଟ୍ଟନାୟକ (ବିଜଦ)
- ୨୦୦୪: (୧୯): ନରେନ ପଲେଇ (କଂଗ୍ରେସ)
- ୨୦୦୧: (୧୯): ପ୍ରଫୁଲ୍ଲ ସାମଲ (ବିଜଦ)
- ୨୦୦୦: (୧୯): ବିରେନ ପଲେଇ (କଂଗ୍ରେସ) (ଉପ-ନିର୍ବାଚନ)
- ୧୯୯୫: (୧୯): ପ୍ରଫୁଲ୍ଲ ସାମଲ (ଜନତା ଦଳ)
- ୧୯୯୦: (୧୯): ପ୍ରଫୁଲ୍ଲ ସାମଲ (ଜନତା ଦଳ)
- ୧୯୮୫: (୧୯): ଯୁଗଳ କିଶୋର ପଟ୍ଟନାୟକ (କଂଗ୍ରେସ)
- ୧୯୮୦: (୧୯): ଯୁଗଳ କିଶୋର ପଟ୍ଟନାୟକ (କଂଗ୍ରେସ)
- ୧୯୭୭: (୧୯): ରତ୍ନାକର ମହାନ୍ତି (ଜନତା)
- ୧୯୭୪: (୧୯): ଯୁଗଳ କିଶୋର ପଟ୍ଟନାୟକ (କଂଗ୍ରେସ)
- ୧୯୭୧: (୧୮): ବଳରାମ ସାହୁ (ଉତ୍କଳ କଂଗ୍ରେସ) (ଉପ-ନିର୍ବାଚନ)
- ୧୯୭୧: (୧୮): ହରେକୃଷ୍ଣ ମହତାବ (ଜନ କଂଗ୍ରେସ)
- ୧୯୬୭: (୧୮): ନିତ୍ୟାନନ୍ଦ ମହାପାତ୍ର (ଜନ କଂଗ୍ରେସ)
- ୧୯୬୧: (୧୨୩): ନିତ୍ୟାନନ୍ଦ ମହାପାତ୍ର (ସ୍ୱାଧୀନ)
- ୧୯୫୭: (୮୭): ନିତ୍ୟାନନ୍ଦ ମହାପାତ୍ର (ସ୍ୱାଧୀନ)
- ୧୯୫୧: (୫୭): ମହମ୍ମଦ ହନିଫ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Bhadrak Assembly Election 2009, Orissa". empoweringindia.org. Archived from the original on 13 January 2017. Retrieved 7 June 2013.
Constituency: Bhadrak (44) District : Bhadrak
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
21428
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 19-Bhadrak Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf