ବ୍ୟାସନଗର

Coordinates: 20°56′46″N 86°07′48″E / 20.9460°N 86.1301°E / 20.9460; 86.1301
ଉଇକିପିଡ଼ିଆ‌ରୁ
ବ୍ୟାସନଗର
—  ସହର  —
ବ୍ୟାସନଗର
ବ୍ୟାସନଗରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°56′46″N 86°07′48″E / 20.9460°N 86.1301°E / 20.9460; 86.1301
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଯାଜପୁର
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)

ବ୍ୟାସନଗର , ଯାଜପୁର ଜିଲ୍ଲାର ଏକ ତହସିଲ, ମୁନିସିପାଲିଟି ଏବଂ ପ୍ରମୁଖ ସହର ।

ଅବସ୍ଥିତି[ସମ୍ପାଦନା]

ଏହା ରାଜଧାନୀ ଭୁବନେଶ୍ୱରଠାରୁ ୯୨ କି.ମି ଦୂରରେ ଅବସ୍ଥିତ । [୧]

ଏହାର ପୌର ପରିଷଦ ଯଥାକ୍ରମେ

  • ବ୍ୟାସନଗର
  • କୋପଣ୍ଡ
  • ମହନ୍ତସାହି
  • କନ୍ହାଇପୁର
  • ଚୋର୍ଦା
  • ପହଙ୍ଗା
  • ତରାପୁର
  • ଦଳା
  • ନଟପଡା
  • ମୁଣ୍ଡମାଳ
  • ଅହମଦ ନଗର
  • ଛୋଟରାୟପୁର
  • ଶଂଖଚିଲା
  • ଝାଟିଆସାହି
  • ଗୋପବନ୍ଧୁ ଛକ
  • ଷ୍ଟେସନ ରୋଡ
  • ଜୋକଡିଆ
  • ଦାନଗଦି
  • ଗଣେଷ ବଜାର୍
  • ନୂଆ ମାର୍କେଟ
  • ଭିକିପୁର
  • ମିଲିଟାରି ଛକ
  • ଧବଳଗିରି
  • ଚାନ୍ଦମା
  • ପାଟୁଳି
  • ସନ୍ତରା
  • ଜହ୍ନା
  • ସାପଗଡିଆ
  • ବ୍ଯାସବିହାର ନ୍ଯୂ

ଶିକ୍ଷା[ସମ୍ପାଦନା]

ବ୍ୟାସନଗରର ଥିବା ମହାବିଦ୍ୟାଳୟଗୁଡିକ ଏବଂ ସ୍କୁଲଗୁଡିକ ହେଲା

  1. ବ୍ଯାସନଗର ସ୍ୱୟଂଚାଳିତ ମହାବିଦ୍ୟାଳୟ,ଯାଜପୁର ରୋଡ
  2. ବିଜୁ ପଟ୍ଟନାୟକ +୨ ବିଜ୍ଞାନ ମହାବିଦ୍ୟାଳୟ,ବ୍ୟାସନଗର
  3. ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟ,ବ୍ୟାସନଗର
  4. କଳିଙ୍ଗ ନଗର ପଲିଟେକ୍ନିକ୍,ପହଙ୍ଗା ,ତରାପୂର୍,ଯାଜପୁର ରୋଡ୍

ଇତିହାସ[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଏହା ମଧ୍ୟରେ ବ୍ୟାସନଗରର ବ୍ୟାସ ସରୋବର ଓ ଗ୍ରହରାଜ ଶନିଶ୍ଚର ମନ୍ଦିର ଅନ୍ୟତମ।

ଆଧାର[ସମ୍ପାଦନା]

  1. "ୱାନଫାଇବୱାନ.କମରେ ବ୍ୟାସନଗର".