ହିନ୍ଦୋଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୩୨,୩୦୮ |
ଜିଲ୍ଲା: | ଢେଙ୍କାନାଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଢେଙ୍କାନାଳ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ହିନ୍ଦୋଳ (କ୍ରମିକ ସଂଖ୍ୟା: ୫୬) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ହିନ୍ଦୋଳ ବ୍ଳକ ଓ ଓଡ଼ାପଡ଼ା ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ସୀମାରାଣୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଲକ୍ଷ୍ମୀଧର ବେହେରାଙ୍କଠାରୁ ୫୦୪୯୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଞ୍ଜଳି ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରେବତୀ ବେହେରାଙ୍କଠାରୁ ୧୫,୦୩୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ହିନ୍ଦୋଳ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଅଞ୍ଜଳି ବେହେରା | ୬୦,୨୯୧ | ୪୪.୮୩ | - | |
କଂଗ୍ରେସ | ରେବତୀ ବେହେରା | ୪୫,୨୫୨ | ୩୩.୬୫ | - | |
ଭାଜପା | ଲକ୍ଷ୍ମୀଧର ବେହେରା | ୨୩,୧୫୭ | ୧୭.୨୨ | - | |
ବସପା | ଗୋଲେଖ ବିହାରି ନାଏକ | ୧,୬୫୭ | ୧.୨୩ | - | |
ସ୍ୱାଧୀନ | ନାରାୟଣ ନାୟକ | ୧,୨୧୫ | ୦.୯୦ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ନାରାୟଣ ନାଏକ | ୧,୦୯୦ | ୦.୮୧ | - | |
ସମୃଦ୍ଧ ଓଡ଼ିଶା | ପୁଷ୍ପାଞ୍ଜଳି ନାୟକ | ୯୭୦ | ୦.୭୨ | - | |
ସପା | ସୁରେଶ ଚନ୍ଦ୍ର ନାଏକ | ୮୬୫ | ୦.୬୪ | - | |
ଭୋଟ ବ୍ୟବଧାନ | ୧୫,୦୩୯ | ୧୧.୧୮* | - | ||
ମତଦାନ ହାର | ୧,୩୪,୫୩୦ | ୬୨.୨୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୧ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]
- ୨୦୧୯: ସୀମାରାଣୀ ନାୟକ (ବିଜଦ)
- ୨୦୧୪: ସୀମାରାଣୀ ନାୟକ (ବିଜଦ)
- ୨୦୦୯: (୫୬): ଅଞ୍ଜଳି ବେହେରା (ବିଜଦ)
- ୨୦୦୪: (୧୧୭): ଅଞ୍ଜଳି ବେହେରା (ବିଜଦ)
- ୨୦୦୦: (୧୧୭): ଅଞ୍ଜଳି ବେହେରା (ବିଜଦ)
- ୧୯୯୫: (୧୧୭): ମହେଶ୍ୱର ନାଏକ (କଂଗ୍ରେସ)
- ୧୯୯୩: (ଉପ): ପାଟ୍ଟ ନାୟକ (ଜନତା ଦଳ)
- ୧୯୯୦: (୧୧୭): ତ୍ରିନାଥ ନାଏକ (ଜନତା ଦଳ)
- ୧୯୮୫: (୧୧୭): ରବିନାରାୟଣ ନାଏକ (କଂଗ୍ରେସ)
- ୧୯୮୦: (୧୧୭): ତ୍ରିନାଥ ନାଏକ (ଜନତା-ଏସ)
- ୧୯୭୭: (୧୧୭): ତ୍ରିନାଥ ନାଏକ (ଜନତା)
- ୧୯୭୪: (୧୧୭): ଭାଗିରଥୀ ନାଏକ (କଂଗ୍ରେସ)
- ୧୯୫୧: (୧୪): ଅରକ୍ଷିତ ନାଏକ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Hindol Assembly Election 2009, Orissa". empoweringindia.org. Archived from the original on 4 March 2014. Retrieved 9 June 2013.
Constituency: Hindol (56) District : Dhenkanal
- ↑ Assembly Constituencies and their EXtent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 117-Hindol Constituency of ORISSA". eci.nic.in. 2006. Retrieved 9 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf