କୁଚିଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୪,୭୧୩
ଜିଲ୍ଲା: ସମ୍ବଲପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

କୁଚିଣ୍ଡା (କ୍ରମିକ ସଂଖ୍ୟା: ୧୫) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୁଚିଣ୍ଡା (ବି), କୁଚିଣ୍ଡା ବ୍ଳକ, ବାମରା ବ୍ଳକ ଓ ଯମନକିରା ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରବିନାରାୟଣ ନାୟକ ବିଜୁ ଜନତା ଦଳ ପ୍ରାର୍ଥୀ ଭୁବନେଶ୍ୱର କିଷାନଙ୍କଠାରୁ ୨୨୦୬୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଛତ୍ରିଆ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରବିନାରାୟଣ ନାୟକଙ୍କଠାରୁ ୧୨,୭୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, କୁଚିଣ୍ଡା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ରାଜେନ୍ଦ୍ର କୁମାର ଛତ୍ରିଆ ୪୯,୧୧୨ ୩୯.୦୧ -
ଭାଜପା ରବିନାରାୟଣ ନାୟକ ୩୬,୪୦୦ ୨୮.୯୧ -
ବିଜଦ ବୃନ୍ଦାବନ ମାଝି ୨୬,୮୮୫ ୨୧.୩୫ -
ଝାମୁମୋ ଇସ୍ତିଫାନ ଟପ୍ନୋ ୩,୨୭୩ ୨.୬୦ -
ସ୍ୱାଧୀନ ସଦାନନ୍ଦ କୁଜୁର ୩,୦୭୦ ୨.୪୪ -
ବସପା ଗୋପିନାଥ ନାୟକ ୨,୦୯୮ ୧.୬୭ -
ସମୃଦ୍ଧ ଓଡ଼ିଶା ବାଣ୍ଠୁ କେଛୁଆ ୧,୫୩୭ ୧.୨୨ -
କୋଶଳ କ୍ରାନ୍ତି ଦଳ ମିନାକ୍ଷୀ ମାଝି ୧,୩୮୨ ୧.୧୦ -
ସ୍ୱାଧୀନ ବିପ୍ର ଚରଣ ବାଘ ୧,୨୬୯ ୧.୦୧ -
ସ୍ୱାଧୀନ ଗଜେନ୍ଦ୍ର ଭୋଇ ୮୭୦ ୦.୬୯ -
ଭୋଟ ବ୍ୟବଧାନ ୧୨,୭୧୨ ୧୦.୧୦* -
ମତଦାନ ହାର ୧,୨୫,୯୨୬ ୬୭.୪୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୬୭ରୁ ୨୦୦୯ ମଧ୍ୟରେ ମୋଟ ୧୧ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର[ସମ୍ପାଦନା]

  1. "Kuchinda Assembly Election 2009, Orissa". empoweringindia.org. Retrieved 28 May 2013. Constituency: Kuchinda (15) District : Sambalpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 132-Kuchinda Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]