ବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୬,୩୮୭
ଜିଲ୍ଲା: ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ବ୍ରହ୍ମଗିରି (କ୍ରମିକ ସଂଖ୍ୟା: ୧୦୮) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ରହ୍ମଗିରି ବ୍ଳକ, କୃଷ୍ଣପ୍ରସାଦ ବ୍ଳକ ଓ ପୁରୀ ସଦର ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୧୬୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସ ବର୍ମା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ୪,୮୮୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ବ୍ରହ୍ମଗିରି [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସଞ୍ଜୟ କୁମାର ଦାସ ବର୍ମା ୭୦,୫୩୩ ୪୮.୫୭ -
କଂଗ୍ରେସ ଲଲାଟେନ୍ଦୁ ବିଦ୍ୟାଧର ଦାସ ମହାପାତ୍ର ୬୫,୬୪୭ ୪୫.୨୦ -
ଭାଜପା ଅମୃତ କୁମାର ଜେନା ୬,୩୮୨ ୪.୩୯ -
ବସପା ଲକ୍ଷ୍ମୀପ୍ରିୟା ମଲ୍ଲିକ ୯୮୪ ୦.୬୮ -
ସପା ଶକୁନ୍ତଳା ମିଶ୍ର ୪୪୨ ୦.୩୦ -
ସ୍ୱାଧୀନ ବିହାରିବନ୍ଧୁ ପଲାଇ ୪୨୨ ୦.୨୯ -
ସ୍ୱାଧୀନ ପ୍ରମୋଦ ପରିଡ଼ା ୩୦୯ ୦.୨୧ -
ସମୃଦ୍ଧ ଓଡ଼ିଶା ସରୋଜ କୁମାର ପ୍ରଧାନ ୨୯୦ ୦.୨୦ -
ସ୍ୱାଧୀନ ନିରଞ୍ଜନ ବିଶ୍ୱାଳ ୨୨୩ ୦.୧୫ -
ଭୋଟ ବ୍ୟବଧାନ ୪,୮୮୬ ୩.୩୬* -
ମତଦାନ ହାର ୧,୪୫,୩୩୮ ୭୮.୬୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Brahmagiri Assembly Election 2009, Orissa". empoweringindia.org. Retrieved 18 June 2013. Constituency: Brahmagiri (108) District : Puri
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 4886
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 57-Brahmagiri Constituency of ORISSA". eci.nic.in. 2006. Retrieved 18 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]