ଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୬,୭୨୬
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଛତ୍ରପୁର (କ୍ରମିକ ସଂଖ୍ୟା: ୧୨୭) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଛତ୍ରପୁର (ବି), ଗଞ୍ଜାମ (ବି), ରମ୍ଭା (ବି), ଛତ୍ରପୁର ବ୍ଳକ ଓ ଗଞ୍ଜାମ ବ୍ଳକ । [୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରିୟାଂଶୁ ପ୍ରଧାନ ସିପିଆଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କଠାରୁ ୨୨୦୧୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନରେ ସିପିଆଇ ପ୍ରାର୍ଥୀ ଆଦିକନ୍ଦ ସେଠୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭଗବାନ ବେହେରାଙ୍କଠାରୁ ୧୬,୫୫୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ବିଧାନ ସଭା ନିର୍ବାଚନ, ଛତ୍ରପୁର [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ସିପିଆଇ ଆଦିକନ୍ଦ ସେଠୀ ୪୬,୨୪୪ ୪୪.୨୬ N/A
ଭାଜପା ଭଗବାନ ବେହେରା ୨୯,୬୮୭ ୨୮.୪୨ -
କଂଗ୍ରେସ ସୋମନାଥ ବେହେରା ୨୨,୧୪୬ ୨୧.୨୦ -
ସ୍ୱାଧୀନ ଦାଶରଥୀ ବେହେରା ୩,୭୮୯ ୩.୬୩ N/A
ସମୃଦ୍ଧ ଓଡ଼ିଶା ନଟବର ବେହେରା ୨,୬୦୫ ୨.୪୯ -
ଭୋଟ ବ୍ୟବଧାନ ୧୬,୫୫୭ ୧୫.୮୫* -
ମତଦାନ ହାର ୧,୦୪,୫୦୭ ୫୫.୨୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. Assembly Constituencies and their Extent
  2. Seats of Odisha
  3. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  5. "ଛତ୍ରପୁରର ପୂର୍ବତନ ବିଧାୟକଙ୍କ ପରଲୋକ". ଧରିତ୍ରୀ. Retrieved 20 March 2016.
  6. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf