Jump to content

ଅନୁଗୋଳ

ଉଇକିପିଡ଼ିଆ‌ରୁ
ଅନୁଗୁଳ
ଅନୁଗୁଳ
ସହର
ଜଗନ୍ନାଥ ମନ୍ଦିର, ଅନୁଗୁଳ
ଜଗନ୍ନାଥ ମନ୍ଦିର, ଅନୁଗୁଳ
Country India
Stateଓଡ଼ିଶା
Districtଅନୁଗୁଳ
Government
 • Typeପୌରାଞ୍ଚଳ
 • Bodyପୌରପାଳକ
Population
 (୨୦୧୧)
 • Total୪୪୩୯୦
Languages
Time zoneUTC+5:30 (IST)
PIN
୭୫୯ ୧୨୨
Telephone code୦୬୭୬୪
ଯାନବାହାନ ପଞ୍ଚୀକରଣOD-19
Coastline0 kilometres (0 mi)
Nearest cityକଟକ, ଭୁବନେଶ୍ୱର, ଢେଙ୍କାନାଳ,ସମ୍ବଲପୁର
Sex ratioପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା /
Literacy୬୮%
Lok Sabha constituencyଢେଙ୍କାନାଳ
Climateପାଣିପାଗ ଅନୁସାରେ (Köppen)
Avg. summer temperature47 °C (117 °F)
Avg. winter temperature10 °C (50 °F)
Websitewww.angul.nic.in

ଅନୁଗୁଳ (କିମ୍ବା ଅନୁଗୋଳ) Audio file "Angul.ogg" not found ଏକ ସହର ଓ ଏକ ପୌରାଞ୍ଚଳ ଏବଂ ଅନୁଗୁଳ ଜିଲ୍ଲାର ସଦରମହକୁମା । ଏହା ଓଡ଼ିଶା ରାଜ୍ୟରେ ଓ ଭାରତ ଦେଶରେ ଅବସ୍ଥିତ। ଏହି ସହରକୁ ଶୈଳ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ।

ଜନଗଣନା

[ସମ୍ପାଦନା]

୨୦୧୧ ଜଣଗଣନା ଅନୁସାରେ,[] ଅନୁଗୁଳର ଲୋକସଂଖ୍ୟା ୪୪,୩୯୦ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୁଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।

ଭୌଗଳିକ

[ସମ୍ପାଦନା]

ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ) ।

ପାଣି ପାଗ

[ସମ୍ପାଦନା]

ସାଧାରଣତଃ ଅନୁଗୁଳ ଜ଼ିଲ୍ଲାରେ ୪ଟି ମୁଖ୍ୟ ଋତୁ ଦେଖାଦିଏ। ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ,ଜୁଲାଇରୁ ଅକ୍ଟୋବର ଜାଏଂ ବର୍ଷା, ନଭେମ୍ବରରୁ ଫେବୃୟାରୀ ଜାଏଂ ଶୀତ ଓ ଫେବୃୟାରୀ ଓ ମାର୍ଚ୍ଚରେ ବସନ୍ତ ଋତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ ।

ତାପମାତ୍ରା

[ସମ୍ପାଦନା]

ଅନଗୁଳଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି।

ପବନ ବେଗ

[ସମ୍ପାଦନା]

ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗରେ ଆଧିକତ୍ୟା ଦେଖାଦିଏ.୨୦୧୩ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳରେ ୧୦୦ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.

ବିରଳ ପାଣିପାଗ

[ସମ୍ପାଦନା]

୧୨ ଅପ୍ରିଲ୍ ୨୦୦୩ରେ କୁଆ ପଥର ସହ ଝଡ଼ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା.

Climate data for Angul
Month Jan Feb Mar Apr May Jun Jul Aug Sep Oct Nov Dec Year
Record high °C (°F) 36.2
(97.2)
38.2
(100.8)
42
(108)
46.8
(116.2)
50.9
(123.6)
46.4
(115.5)
44.0
(111.2)
38.2
(100.8)
38.7
(101.7)
36.4
(97.5)
32.0
(89.6)
30.3
(86.5)
50.9
(123.6)
Average high °C (°F) 25
(77)
27
(81)
31
(88)
36
(97)
39
(102)
34
(93)
32
(90)
29
(84)
28
(82)
28
(82)
27
(81)
25
(77)
30.1
(86.2)
Average low °C (°F) 10
(50)
13
(55)
16
(61)
21
(70)
25
(77)
25
(77)
24
(75)
22
(72)
22
(72)
19
(66)
14
(57)
10
(50)
18.4
(65.2)
Record low °C (°F) 5.2
(41.4)
7.0
(44.6)
13.4
(56.1)
19.8
(67.6)
23.2
(73.8)
21.4
(70.5)
20.4
(68.7)
18.3
(64.9)
17.9
(64.2)
14.1
(57.4)
11.2
(52.2)
7.7
(45.9)
5.2
(41.4)
Average precipitation mm (inches) 14
(0.55)
12
(0.47)
25
(0.98)
27
(1.06)
39
(1.54)
243
(9.57)
264
(10.39)
279
(10.98)
193
(7.6)
140
(5.51)
22
(0.87)
8
(0.31)
୧,୨୬୬
(୪୯.୮୩)
Average relative humidity (%) 55 57 60 63 67 74 83 85 82 76 62 56 68.3
[ଆଧାର ଲୋଡ଼ା]
Angul
Climate chart (explanation)
JFMAMJJASOND
 
 
14
 
25
10
 
 
12
 
27
13
 
 
24
 
31
16
 
 
27
 
31
20
 
 
39
 
34
25
 
 
243
 
32
24
 
 
264
 
34
24
 
 
279
 
29
22
 
 
193
 
28
22
 
 
140
 
26
19
 
 
22
 
27
14
 
 
8
 
25
10
Average max. and min. temperatures in °C
Precipitation totals in mm
Source: IMD

ଉପଲବ୍ଧ ସେବା

[ସମ୍ପାଦନା]

ବିଜୁଳି ସେବା cescoଦ୍ୱାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି| ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣରେ TAMDA ଓ MUNICIPALITYର କାର୍ଯ୍ୟ କାରିତା ରହିଛି । ରେଲ ମାର୍ଗଦ୍ୱାରା ଅନଗୁଳରୁ ଓଡ଼ିଶାର ଅନ୍ୟ ଗୁରୁତ୍ୱ ପୁର୍ଣ ଜାଗାକୁ ଯୋଗା ଯୋଗ ଓ ଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି. ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳରୁ ରାଉରକେଲା ଜାଏଂ ପ୍ରସାରିତ. ଅନ୍ୟ ରାଜ୍ୟ ପଥ ଅନ୍ୟ ସହରକୁ ଯୋଗାଯୋଗ କରୁଛି.

ପ୍ରସାରଣ ସେବା

[ସମ୍ପାଦନା]

ସହରରେ ଆକାଶବାଣୀ କଟକର FM ସେବା ୧୦୦.୧ MHzରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀର ଅନଗୁଳ ସଂସ୍କରଣ ସହରରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.

ଅଧିକ ତଥ୍ୟ

[ସମ୍ପାଦନା]