ବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୦,୨୨୬
ଜିଲ୍ଲା: କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଟକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ବାରବାଟି-କଟକ (କ୍ରମିକ ସଂଖ୍ୟା: ୯୦) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କଟକ ମହାନଗର ନିଗମର କିଛି ଅଂଶ ।[୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କଠାରୁ ୧୪୨୯୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଈଛନ୍ତି।[୩]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୨୦୦୯ରେ ନୂତନ ଭାବେ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କେବଳ ତିନିଥର ନିର୍ବାଚନ ଅନୁଷ୍ଠିତ ହୋଇଛି । ପୂର୍ବରୁ ଏହା କଟକ ସିଟି ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହେଉଥିଲା ।[୪][୩]

କଟକ ସିଟିର ବିଧାୟକ ଗଣ[୫][ସମ୍ପାଦନା]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କଠାରୁ ୨୫୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ବିଧାନ ସଭା ନିର୍ବାଚନ, ନିର୍ବାଚନ ମଣ୍ଡଳୀ [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଦେବାଶିଷ ସାମନ୍ତରାୟ ୫୨,୦୯୭ ୫୩.୬୧ -
କଂଗ୍ରେସ ସୁରେଶ ମହାପାତ୍ର ୨୭,୬୧୨ ୨୮.୪୧ -
ଭାଜପା ସମିର ଦେ ୧୫,୧୩୧ ୧୫.୫୭ -
ସ୍ୱାଧୀନ ସୁଭାଶ ଶର୍ମା ୬୩୯ ୦.୬୬ -
ବସପା ଶେକ ମୁନ୍ତକୀମ ବକ୍ସ ୬୦୬ ୦.୬୨ -
ସ୍ୱାଧୀନ ଶେଖ କମିଲୁଦ୍ଦିନ ଅହମଦ ୨୨୬ ୦.୨୩ -
ଏଜେଏସୟୁ ପାର୍ଟି ଆଲୋକ ପ୍ରସାଦ ନନ୍ଦ ୨୨୪ ୦.୨୩ -
ସପା ଗୀତା ଚୟାନି ୨୨୦ ୦.୨୩ -
ଜନ ହିତକାରୀ ପାର୍ଟି ଗୁରୁ ପ୍ରସାଦ ମହାନ୍ତି ୧୭୭ ୦.୧୮ -
ସ୍ୱାଧୀନ ଅମରେନ୍ଦ୍ର ରଥ ୧୩୦ ୦.୧୩ -
ଜନତା ଦଳ (ସଂ) ସଞ୍ଜିତ କୁମାର ସାମଲ ୧୨୦ ୦.୧୨ -
ଭୋଟ ବ୍ୟବଧାନ ୨୪,୪୮୫ ୨୫.୧୯[a] -
ମତଦାନ ହାର ୯୭,୧୮୭ ୫୦.୫୭ -

ସୂଚନା[ସମ୍ପାଦନା]

  1. ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Lobbying begins for new seats in Cuttack". newindianexpress.com. Archived from the original on 22 April 2014. Retrieved 20 May 2013. There will be no Cuttack city seat this time. It will be Barabati-Cuttack
  5. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  6. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf