ସନାତନ ବିଜୁଳି

ଉଇକିପିଡ଼ିଆ‌ରୁ
ସନାତନ ବିଜୁଳି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଗଣେଶ୍ୱର ପାତ୍ର
ନିର୍ବାଚନ ମଣ୍ଡଳୀବଡ଼ସାହି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1974-01-04) ୪ ଜାନୁଆରୀ ୧୯୭୪ (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୀମାରାଣୀ ବିଜୁଳି
ବାପା/ବୋଉଭଗବାନ ବିଜୁଳି (ବାପା)
ବୃତ୍ତିରାଜନୀତିଜ୍ଞ

ସନାତନ ବିଜୁଳି (ଜନ୍ମ: ୪ ଜାନୁଆରୀ ୧୯୭୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସନାତନ ବିଜୁଳି ୧୯୭୪ ମସିହାର ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ବିଜୁଳି ଓ ପତ୍ନୀଙ୍କ ନାମ ସୀମାରାଣୀ ବିଜୁଳି।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସନାତନ ବିଜୁଳି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Sanatana Bijuli". odishaassembly.nic.in. Odisha Assembly. Retrieved 3 July 2022.

ବାହାର ଆଧାର[ସମ୍ପାଦନା]

  • {Commonscat-inline|Sanatana Bijuli}}