ରେମୁଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ରେମୁଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୧,୯୫,୮୨୫ |
| ଜିଲ୍ଲା: | ବାଲେଶ୍ୱର |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବାଲେଶ୍ୱର |
| ପଞ୍ଚାୟତ ସମିତି: | ୨ |
| ଗ୍ରାମ ପଞ୍ଚାୟତ: | |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | |
| ପୌର ପରିଷଦ: | ୦ |
ରେମୁଣା (କ୍ରମିକ ସଂଖ୍ୟା: ୩୯) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରେମୁଣା ବ୍ଳକ ଓ ବାଲେଶ୍ୱର ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ବିଜୁ ଜନତା ଦଳ ପ୍ରାର୍ଥୀ ସୁଦର୍ଶନ ଜେନାଙ୍କଠାରୁ ୧୩୮୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଈଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁଦର୍ଶନ ଜେନା, ସ୍ୱାଧୀନ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କଠାରୁ ୨୫,୧୨୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ରେମୁଣା [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ବିଜଦ | ସୁଦର୍ଶନ ଜେନା | ୫୫,୮୪୭ | ୪୭.୫୨ | - | |
| ସ୍ୱାଧୀନ | ଗୋବିନ୍ଦ ଚନ୍ଦ୍ର ଦାସ | ୨୫,୧୨୪ | ୨୧.୩୮ | - | |
| ଭାଜପା | ଗିରିଧାରୀ ଦାସ | ୧୪,୫୫୩ | ୧୨.୩୮ | - | |
| କଂଗ୍ରେସ | ତରୁଣ କୁମାର ଦାସ୍ | ୧୨,୯୬୭ | ୧୧.୦୩ | - | |
| ସ୍ୱାଧୀନ | ଶତୃଘ୍ନ ମଲ୍ଲିକ | ୩,୦୫୭ | ୨.୬୦ | - | |
| ସମୃଦ୍ଧ ଓଡ଼ିଶା | ରବିନାରାୟଣ ସେଠୀ | ୧,୮୯୯ | ୧.୬୨ | - | |
| ସ୍ୱାଧୀନ | ରାଧାମୋହନ ଦାସ | ୧,୫୮୧ | ୧.୩୫ | - | |
| ଝାମୁମୋ | ହରିପଦ ଦାସ | ୭୫୭ | ୦.୬୪ | - | |
| ବସପା | ସଂଗ୍ରାମ ମାଝି | ୬୮୬ | ୦.୫୮ | - | |
| ସ୍ୱାଧୀନ | ସଚିନ୍ଦ୍ର ନାଥ ଦାସ | ୬୫୪ | ୦.୫୬ | - | |
| କଳିଙ୍ଗ ସେନା | ହେମନ୍ତ କୁମାର ସେଠୀ | ୩୯୭ | ୦.୩୪ | - | |
| ଭୋଟ ବ୍ୟବଧାନ | ୩୦,୭୨୩ | ୨୬.୧୪* | - | ||
| ମତଦାନ ହାର | ୧,୧୭,୫୬୮ | ୬୬.୮୩ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ କେବଳ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।[୪]
- ୨୦୧୯: ସୁଧାଂଶୁ ଶେଖର ପରିଡ଼ା (ବିଜଦ)
- ୨୦୧୪: ଗୋବିନ୍ଦ ଚନ୍ଦ୍ର ଦାସ (ଭାଜପା)
- ୨୦୦୯: (୩୯): ସୁଦର୍ଶନ ଜେନା (ବିଜଦ)
ଆଧାର
[ସମ୍ପାଦନା]- ↑ "Remuna Assembly Election 2009, Orissa". empoweringindia.org. Archived from the original on 13 January 2017. Retrieved 6 June 2013.
Constituency: Remuna (39) District : Balasore
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
25,124
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf