ଜଟଣୀ
ଦେଖଣା
ଜଟଣୀ | |
|---|---|
ସହର | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଖୋର୍ଦ୍ଧା |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
ଜଟଣୀ ହେଉଛି ଭାରତ ଅନ୍ତର୍ଗତ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ, ସହର, ତହସିଲ (ତାଲୁକା) ଓ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ । ଏହା ମଧ୍ୟ ଓଡ଼ିଶାର ଏକ ଶକ୍ତିପୀଠ ରୁପେ ପ୍ରସିଦ୍ଧି ଲାଭ କରିଅଛି । ଏହି ସ୍ଥାନଟି ଓଡ଼ିଶା ଇତିହାସରେ ପ୍ରସିଦ୍ଧ । ଏହି ସ୍ଥାନଟି ଭୋଈବଂଶ ସମୟରେ (୧୫୪୨-୧୫୬୦)ବେଳେକୁ ପ୍ରସିଦ୍ଧ ଲାଭ କରିସାରିଥିଲା ।
ଆଧାର
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |