ଜଗନ୍ନାଥ ନାଏକ
ଜଗନ୍ନାଥ ନାଏକ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ହୃଷିକେଶ ନାଏକ |
ନିର୍ବାଚନ ମଣ୍ଡଳୀ | ପାଟଣା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୭ ଜୁନ ୧୯୭୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଅଞ୍ଜିତା ନାଏକ |
ସନ୍ତାନ | ୧ |
ବାପା/ବୋଉ | କାହ୍ନୁ ଚରଣ ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜଗନ୍ନାଥ ନାଏକ (ଜନ୍ମ: ୨୭ ଜୁନ ୧୯୭୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ଜଗନ୍ନାଥ ନାଏକ ୧୯୭୭ ମସିହାର ଜୁନ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାହ୍ନୁ ଚରଣ ନାଏକ ଓ ପତ୍ନୀଙ୍କ ନାମ ଅଞ୍ଜିତା ନାଏକ ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ଜଗନ୍ନାଥ ନାଏକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Shri Jagannath Naik". odishaassembly.nic.in. Odisha Assembly. Retrieved 27 April 2022.
ବାହାର ଆଧାର[ସମ୍ପାଦନା]
- ଉଇକିମିଡ଼ିଆ କମନ୍ସରେ Jagannath Naik-ସମ୍ପର୍କିତ ମିଡ଼ିଆ