ଭଞ୍ଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୩,୨୧୭
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଭଞ୍ଜନଗର (କ୍ରମିକ ସଂଖ୍ୟା: ୧୨୩) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଞ୍ଜନଗର (ବି), ଭଞ୍ଜନଗର ବ୍ଳକ ଓ ଜଗନ୍ନାଥପ୍ରସାଦ ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କଠାରୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିନାୟକ ତ୍ରିପାଠୀଙ୍କଠାରୁ ୩୧୭୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ବିଷୋୟୀଙ୍କଠାରୁ ୭୩,୩୬୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଭଞ୍ଜନଗର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିକ୍ରମ କେଶରୀ ଆରୁଖ ୯୦,୫୧୫ ୭୬.୫୦ -
କଂଗ୍ରେସ ଦେବୀ ପ୍ରସାଦ ବିଷୋୟୀ ୧୭,୧୪୮ ୧୪.୪୯ -
ଭାଜପା ଶିବାନନ୍ଦ ତ୍ରିପାଠୀ ୬,୨୨୮ ୫.୨୬ -
ସ୍ୱାଧୀନ ସୁନିଲ କୁମାର ପଣ୍ଡା ୧,୫୫୬ ୧.୩୨ -
ସମୃଦ୍ଧ ଓଡ଼ିଶା ସଞ୍ଜୟ କୁମାର ତ୍ରିପାଠୀ ୧,୨୪୦ ୧.୦୫ -
ରିସୋପା ଗୋପାଳ ବିଷୋୟୀ ୮୪୩ ୦.୭୧ -
ସ୍ୱାଧୀନ ପଞ୍ଚାନନ ଦାସ ୭୮୭ ୦.୬୭ -
ଭୋଟ ବ୍ୟବଧାନ ୭୩,୩୬୭ ୬୨.୦୧* -
ମତଦାନ ହାର ୧,୧୮,୩୨୮ ୫୯.୯୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର[ସମ୍ପାଦନା]

  1. "Bhanjanagar Assembly Election 2009, Orissa". empoweringindia.org. Retrieved 25 May 2013. Constituency: Bhanjanagar (123) District : Ganjam
  2. Assembly Constituencies and their Extent
  3. Seats of Odisha
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 66-Bhanjanagar Constituency of ORISSA". eci.nic.in. 2006. Retrieved 25 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf