ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୧,୬୫,୧୨୧ |
| ଜିଲ୍ଲା: | ଯାଜପୁର |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
| ପଞ୍ଚାୟତ ସମିତି: | ୧ |
| ଗ୍ରାମ ପଞ୍ଚାୟତ: | ୩୭ |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୦ |
ବଡ଼ଚଣା (କ୍ରମିକ ସଂଖ୍ୟା: ୫୦) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବଡ଼ଚଣା ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜନ୍ମେଜୟ ଲେଙ୍କାଙ୍କଠାରୁ ୧୬୯୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ରଙ୍କଠାରୁ ୧୦,୬୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ଚଣା [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ରାକପା | ଅମର ପ୍ରସାଦ ଶତପଥୀ | ୪୩,୪୭୩ | ୪୦.୩୮ | - | |
| କଂଗ୍ରେସ | ସୀତାକାନ୍ତ ମହାପାତ୍ର | ୩୨,୮୨୪ | ୩୦.୪୯ | - | |
| ସ୍ୱାଧୀନ | ଜନ୍ମେଜୟ ଲେଙ୍କା | ୨୫,୪୦୯ | ୨୩.୬୦ | - | |
| ଭାଜପା | ପବିତ୍ର ମୋହନ ସାମନ୍ତରାୟ | ୨,୬୩୩ | ୨.୪୫ | - | |
| ସମୃଦ୍ଧ ଓଡ଼ିଶା | ମନ୍ଦାକିନି ଜେନା | ୧,୫୧୭ | ୧.୪୧ | - | |
| ଲୋକ ଜନଶକ୍ତି ପାର୍ଟି | ବଳରାମ ନାୟକ | ୭୯୧ | ୦.୭୩ | - | |
| ସ୍ୱାଧୀନ | ନବ କିଶୋର ଦଳାଇ | ୪୮୨ | ୦.୪୫ | - | |
| ଜନତା ଦଳ (ସଂ) | ଲଳିତ ମୋହନ ନନ୍ଦ | ୩୦୯ | ୦.୨୯' | - | |
| କଳିଙ୍ଗ ସେନା | ଯତିନ୍ଦ୍ର କୁମାର ସାହୁ | ୨୨୯ | ୦.୨୧ | - | |
| ଭୋଟ ବ୍ୟବଧାନ | ୧୦,୬୪୯ | ୯.୮୯* | - | ||
| ମତଦାନ ହାର | ୧,୦୭,୭୦୮ | ୬୬.୮୨ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ଅମର କୁମାର ନାୟକ (ବିଜେପି)
- ୨୦୧୯: ଅମର ପ୍ରସାଦ ଶତପଥୀ (ବିଜଦ)
- ୨୦୧୪: ଅମର ପ୍ରସାଦ ଶତପଥୀ (ବିଜଦ)
- ୨୦୦୯: (୫୦): ଅମର ପ୍ରସାଦ ଶପତଥୀ (ରାକପା)
- ୨୦୦୪: (୨୭): ସୀତାକାନ୍ତ ମହାପାତ୍ର (କଂଗ୍ରେସ)
- ୨୦୦୦: (୨୭): ଅମର ପ୍ରସାଦ ଶପତଥୀ (ବିଜଦ)
- ୧୯୯୫: (୨୭): ଅମର ପ୍ରସାଦ ଶପତଥୀ (ଜନତା ଦଳ)
- ୧୯୯୦: (୨୭): ଅମର ପ୍ରସାଦ ଶପତଥୀ (ଜନତା ଦଳ)
- ୧୯୮୫: (୨୭): ସୀତାକାନ୍ତ ମହାପାତ୍ର (କଂଗ୍ରେସ)
- ୧୯୮୦: (୨୭): ସୀତାକାନ୍ତ ମହାପାତ୍ର (କଂଗ୍ରେସ-ଇ)
- ୧୯୭୭: (୨୭): ମାନଗୋବିନ୍ଦ ସାମଲ (ଜନତା)
- ୧୯୭୪: (୨୭): ଦୁଃଶାସନ ଜେନା (ସିପିଆଇ)
- ୧୯୭୧: (୨୪): ମାନଗୋବିନ୍ଦ ସାମଲ (ଉତ୍କଳ କଂଗ୍ରେସ)
- ୧୯୬୭: (୨୪): ଜଗନ୍ନାଥ ଦାସ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୧: (୧୧୫): ଧନଞ୍ଜୟ ଲେଙ୍କା (କଂଗ୍ରେସ)
- ୧୯୫୭: (୮୨): ଯଦୁମଣି ମଙ୍ଗରାଜ (କଂଗ୍ରେସ)
- ୧୯୫୧: (୬୫): ନବକୃଷ୍ଣ ଚୌଧୁରୀ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Bari Assembly Election 2009, Orissa". empoweringindia.org. Archived from the original on 1 March 2014. Retrieved 7 June 2013.
Constituency: Barachana (50) District : Jajpur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
10649
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 27-Barchana Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf