ଓସ୍ତ
ଦେଖଣା
| ଅଶ୍ୱତ୍ଥ (ଓସ୍ତ) | |
|---|---|
| ଅଶ୍ୱତ୍ଥ ଗଛର ଗଣ୍ଡି ଓ ପତ୍ର | |
| Scientific classification | |
| Kingdom: | |
| Division: | |
| Class: | Magnoliopsida |
| Order: | Rosales |
| Family: | Moraceae |
| Genus: | Ficus |
| Species: | F. religiosa |
| Binomial name | |
| Ficus religiosa | |
ଓସ୍ତ ବା ଅଶ୍ୱତ୍ଥ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଓଡ଼ିଶାର ରାଜ୍ୟ ବୃକ୍ଷ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ଏହି ଗଛ ତଳେ ବୁଦ୍ଧ ବୁଦ୍ଧତ୍ୱ ଲାଭ କରିଥିବା ହେତୁ ଏହାକୁ ବୋଧିଦ୍ରୁମ ମଧ୍ୟ କୁହାଯାଏ । ତେବେ ଅନ୍ୟାନ୍ୟ ଭାଷାନୁସାରେ କିଛି ଉଲ୍ଲେଖଯୋଗ୍ୟ ନାମଗୁଡ଼ିକ ହେଲା:
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ଓସ୍ତ, ଅଶ୍ୱତ୍ଥ |
| ସଂସ୍କୃତ | ପିପ୍ପଳ, ଚଳଦଳ, ଅଶ୍ୱଥି, ବୋଧିଦ୍ରୂମ, ଗଜାସନ ଓ ଚଳପତ୍ର |
| ହିନ୍ଦୀ | ପିପ୍ପଳ |
| ତେଲୁଗୁ | କୁଳୁଦିରୁ, ଚେଟ୍ଟୁ, ଇଚ୍ଚେଟୁ |
| ବଙ୍ଗଳା | ଅଶୋଥି |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]
କଷାୟ ରସ, ଗୁରୁପାକ, ପିତ୍ତଘ୍ନ, ଶୀତବୀର୍ଯ୍ୟ, ବର୍ଣକାକର ତଥା ଶ୍ଳେଷ୍ମ, କଫ, ବ୍ରଣ, କ୍ଷତ, ରକ୍ତବିକୃତି, ଗଳକ୍ଷତ, ମୁଖକ୍ଷତ, ଦନ୍ତପୀଡ଼ା, ଯୋନିରୋଗ ଓ ପ୍ରମେହ ଆଦି ରୋଗର ନିବାରକ ।
ଅମଙ୍ଗଳ ଦୂର ହେବ ବୋଲି ଆଶାକରି ଅନେକ ଲୋକ ଏହି ଗଛ ମୂଳରେ ପ୍ରତ୍ୟହ ଧୂପ ଓ ଦୀପ ପ୍ରଦାନ କରିଥାନ୍ତି ।
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Ficus religiosa
ବାବଦରେ ମାଧ୍ୟମ ରହିଛି ।
- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
- Sacred fig description
- Benefits of Peepal
- Entry on Bodhi Tree in the Buddhist Dictionary of Pali Proper Names
. Encyclopædia Britannica Eleventh Edition (11th ed.). 1911.
. Encyclopedia Americana. 1920.