କଣ୍ଟାବାଞ୍ଜି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ: | ଲକ୍ଷ୍ମଣ ବାଗ (ଭାଜପା) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୭୪,୦୬୯ |
ଜିଲ୍ଲା: | ବଲାଙ୍ଗୀର ଜିଲ୍ଲା |
ଲୋକସଭା ଆସନ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୩ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
କଣ୍ଟାବାଞ୍ଜି (କ୍ରମିକ ସଂଖ୍ୟା: ୭୦) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କଣ୍ଟାବାଞ୍ଜି ବ୍ଳକ, ତୁରକେଲା ବ୍ଳକ, ବଙ୍ଗୋମୁଣ୍ଡା ବ୍ଳକ ଓ ମୁରିବାହାଲ ବ୍ଳକ ।[୨][୩]
ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଲକ୍ଷ୍ମଣ ବାଗ, ବିଜୁ ଜନତା ଦଳ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ୧୬,୩୪୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଆୟୁବ ଖାଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କଠାରୁ ୩୮୬୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା, ବିଜୁ ଜନତା ଦଳ ପ୍ରାର୍ଥୀ ହାଜି ମହମ୍ମଦ ଆୟୁବ ଖାଁଙ୍କଠାରୁ ୫,୩୦୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୫]
- ୨୦୨୪: ଲକ୍ଷ୍ମଣ ବାଗ (ଭାଜପା)
- ୨୦୧୯: ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
- ୨୦୧୪: ହାଜି ମହମ୍ମଦ ଆୟୁବ ଖାଁ (କଂଗ୍ରେସ)
- ୨୦୦୯: (୭୦): ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
- ୨୦୦୪: (୧୦୭): ହାଜି ମହମ୍ମଦ ଆୟୁବ ଖାଁ
- ୨୦୦୦: (୧୦୭): ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
- ୧୯୯୫: (୧୦୭): ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
- ୧୯୯୦: (୧୦୭): ପ୍ରସନ୍ନ କୁମାର ପାଳ (ଜନତା ଦଳ)
- ୧୯୮୫: (୧୦୭): ଚୈତନ୍ୟ ପ୍ରଧାନ (କଂଗ୍ରେସ)
- ୧୯୮୦: (୧୦୭): ପ୍ରସନ୍ନ କୁମାର ପାଳ (କଂଗ୍ରେସ-ଇ)
- ୧୯୭୭: (୧୦୭): ପ୍ରସନ୍ନ କୁମାର ପାଳ (କଂଗ୍ରେସ)
- ୧୯୭୪: (୧୦୭): ରାମ ପ୍ରସାଦ ମିଶ୍ର (ସ୍ୱତନ୍ତ୍ର)
- ୧୯୭୧: (୧୦୮): ଅଚ୍ୟୁତାନନ୍ଦ ମହାନନ୍ଦ (ସ୍ୱତନ୍ତ୍ର)
- ୧୯୬୭: (୧୦୮): ଲୋକନାଥ ରାୟ (ସ୍ୱତନ୍ତ୍ର)
- ୧୯୬୧: (୪୧): ରାଜେନ୍ଦ୍ର ନାରାୟଣ ସିଂହ ଦେଓ (ଗଣ ପରିଷଦ)
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, କଣ୍ଟାବାଞ୍ଜି [୯] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ସନ୍ତୋଷ ସିଂହ ସାଲୁଜା | ୬୨,୪୯୫ | ୪୩.୨୪ | - | |
ବିଜଦ | ହାଜି ମହମ୍ମଦ ଆୟୁବ ଖାଁ | ୫୭,୧୯୧ | ୩୯.୫୭ | - | |
ଭାଜପା | ଅଜୟ କୁମାର ଦାସ | ୧୬,୧୧୭ | ୧୧.୧୫ | - | |
ସ୍ୱାଧୀନ | ସୁରଥ ବେହେରା | ୨,୦୭୫ | ୧.୪୪ | - | |
ବସପା | ନନ୍ଦ କୁମାର ମହାନନ୍ଦ | ୧,୮୪୮ | ୧.୨୮ | - | |
ସମୃଦ୍ଧ ଓଡ଼ିଶା | ଅଶୋକ କୁମାର ସିଂହ ଦେଓ | ୧,୭୧୯ | ୧.୧୯ | - | |
କୋଶଳ କ୍ରାନ୍ତି ଦଳ | ଯୋଗେନ୍ଦ୍ର ବଛା | ୧,୦୮୭ | ୦.୭୫ | - | |
ସ୍ୱାଧୀନ | ଗୁପ୍ତେଶ୍ୱର ବେନିଆ | ୧,୦୫୨ | ୦.୭୩ | - | |
ସ୍ୱାଧୀନ | ଗୋପାଳ ଭୋଇ | ୯୬୨ | ୦.୬୭ | - | |
ଭୋଟ ବ୍ୟବଧାନ | ୫,୩୦୪ | ୩.୬୭* | - | ||
ମତଦାନ ହାର | ୧,୪୪,୫୪୯ | ୬୮.୯୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
[ସମ୍ପାଦନା]- ↑ "Kantabanji Assembly Election 2009, Orissa". empoweringindia.org. Retrieved 16 June 2013.
Constituency: Kantabanji (70) District : Bolangir
[permanent dead link] - ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Constituency 70 - Kantabanji (Odisha)". Election Commission of India. Retrieved 16 June 2024.
- ↑ ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
5304
- ↑ "State Elections 2004 - Partywise Comparision for 107-Kantabanji Constituency of ORISSA". eci.nic.in. 2006. Retrieved 16 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf