କଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୪୧,୬୨୦ |
ଜିଲ୍ଲା: | ବଲାଙ୍ଗୀର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
କଣ୍ଟାବାଞ୍ଝି (କ୍ରମିକ ସଂଖ୍ୟା: ୭୦) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କଣ୍ଟାବାଞ୍ଝି (ବି), ତୁରକେଲା ବ୍ଳକ, ବଙ୍ଗୋମୁଣ୍ଡା ବ୍ଳକ ଓ ମୁରିବାହାଲ ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଆୟୁବ ଖାଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କଠାରୁ ୩୮୬୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା, ବିଜୁ ଜନତା ଦଳ ପ୍ରାର୍ଥୀ ହାଜି ମହମ୍ମଦ ଆୟୁବ ଖାଁଙ୍କଠାରୁ ୫,୩୦୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, କଣ୍ଟାବାଞ୍ଝି [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ସନ୍ତୋଷ ସିଂହ ସାଲୁଜା | ୬୨,୪୯୫ | ୪୩.୨୪ | - | |
ବିଜଦ | ହାଜି ମହମ୍ମଦ ଆୟୁବ ଖାଁ | ୫୭,୧୯୧ | ୩୯.୫୭ | - | |
ଭାଜପା | ଅଜୟ କୁମାର ଦାସ | ୧୬,୧୧୭ | ୧୧.୧୫ | - | |
ସ୍ୱାଧୀନ | ସୁରଥ ବେହେରା | ୨,୦୭୫ | ୧.୪୪ | - | |
ବସପା | ନନ୍ଦ କୁମାର ମହାନନ୍ଦ | ୧,୮୪୮ | ୧.୨୮ | - | |
ସମୃଦ୍ଧ ଓଡ଼ିଶା | ଅଶୋକ କୁମାର ସିଂହ ଦେଓ | ୧,୭୧୯ | ୧.୧୯ | - | |
କୋଶଳ କ୍ରାନ୍ତି ଦଳ | ଯୋଗେନ୍ଦ୍ର ବଛା | ୧,୦୮୭ | ୦.୭୫ | - | |
ସ୍ୱାଧୀନ | ଗୁପ୍ତେଶ୍ୱର ବେନିଆ | ୧,୦୫୨ | ୦.୭୩ | - | |
ସ୍ୱାଧୀନ | ଗୋପାଳ ଭୋଇ | ୯୬୨ | ୦.୬୭ | - | |
ଭୋଟ ବ୍ୟବଧାନ | ୫,୩୦୪ | ୩.୬୭* | - | ||
ମତଦାନ ହାର | ୧,୪୪,୫୪୯ | ୬୮.୯୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ[ସମ୍ପାଦନା]
୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
- ୨୦୧୪: ହାଜି ମହମ୍ମଦ ଆୟୁବ ଖାଁ (କଂଗ୍ରେସ)
- ୨୦୦୯: (୭୦): ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
- ୨୦୦୪: (୧୦୭): ହାଜି ମହମ୍ମଦ ଆୟୁବ ଖାଁ
- ୨୦୦୦: (୧୦୭): ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
- ୧୯୯୫: (୧୦୭): ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
- ୧୯୯୦: (୧୦୭): ପ୍ରସନ୍ନ କୁମାର ପାଳ (ଜନତା ଦଳ)
- ୧୯୮୫: (୧୦୭): ଚୈତନ୍ୟ ପ୍ରଧାନ (କଂଗ୍ରେସ)
- ୧୯୮୦: (୧୦୭): ପ୍ରସନ୍ନ କୁମାର ପାଳ (କଂଗ୍ରେସ-ଇ)
- ୧୯୭୭: (୧୦୭): ପ୍ରସନ୍ନ କୁମାର ପାଳ (କଂଗ୍ରେସ)
- ୧୯୭୪: (୧୦୭): ରାମ ପ୍ରସାଦ ମିଶ୍ର (ସ୍ୱତନ୍ତ୍ର)
- ୧୯୭୧: (୧୦୮): ଅଚ୍ୟୁତାନନ୍ଦ ମହାନନ୍ଦ (ସ୍ୱତନ୍ତ୍ର)
- ୧୯୬୭: (୧୦୮): ଲୋକନାଥ ରାୟ (ସ୍ୱତନ୍ତ୍ର)
- ୧୯୬୧: (୪୧): ରାଜେନ୍ଦ୍ର ନାରାୟଣ ସିଂହ ଦେଓ (ଗଣ ପରିଷଦ)
ଆଧାର[ସମ୍ପାଦନା]
- ↑ "Kantabanji Assembly Election 2009, Orissa". empoweringindia.org. Retrieved 16 June 2013.
Constituency: Kantabanji (70) District : Bolangir
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
5304
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 107-Kantabanji Constituency of ORISSA". eci.nic.in. 2006. Retrieved 16 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf