ନୟାଗଡ଼
ନୟାଗଡ଼ | |
---|---|
ସହର | |
![]() ଦକ୍ଷିଣକାଳୀ ମନ୍ଦିର, ନୟାଗଡ଼ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ନୟାଗଡ଼ |
Elevation | 178 m (584 ft) |
Population (୨୦୦୧) | |
• Total | ୧୪,୩୧୧ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
ଡାକ କୋଡ଼ | ୭୫୨୦୬୯ |
ତାର କୋଡ଼ | ୦୬୭୫୩ |
ଯାନବାହାନ ପଞ୍ଚୀକରଣ | OR-25 |
ନୟାଗଡ଼ ଭାରତର ଓଡ଼ିଶାରେ ଥିବା ନୟାଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ନୟାଗଡ,ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ ।
ଏହା ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହା ଛେନାପୋଡ଼ ପାଇଁ ପ୍ରସିଦ୍ଧ । ଏହା ୮ଟି ବ୍ଲକକୁ ନେଇ ଗଠିତ । ସେଗୁଡିକ ହେଲେ :
୧- ଭାପୁର
୨- ଦଶପଲ୍ଲା
୩- ଗଣିଆ
୪- ଖଣ୍ଡପଡା
୫- ନୟାଗଡ଼
୬- ନୂଆଗାଁ
୭- ଓଡଗାଁ
୮- ରଣପୁର
ଭୂଗୋଳ[ସମ୍ପାଦନା]
ନୟାଗଡ 20.13°N 85.1°E.ରେ ଅବସ୍ଥିତ | ଏହା ସମୁଦ୍ର ପତ୍ତନଠାରୁ ୧୭୮ ମିଟର ଉଚ୍ଚତାରେ ଅଛି | ଏହି ସହରର ଦକ୍ଷିଣରେ ରୁଖୀ ପର୍ବତ ଓ ଉତ୍ତରରେ ବଲରାମ ପର୍ବତ ଅଛି |
ଇତିହାସ[ସମ୍ପାଦନା]
ପର୍ଯ୍ୟଟନ[ସମ୍ପାଦନା]
ଶିକ୍ଷା[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]
ଆଧାର[ସମ୍ପାଦନା]
![]() | ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |