ନିମାପଡ଼ା

ଉଇକିପିଡ଼ିଆ ରୁ
ନିମାପଡ଼ା
—  ସହର  —
ନିମାପଡ଼ା
ନିମାପଡ଼ାର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20.07°N 86.02°E / 20.07°N 86.02°E / 20.07; 86.02ଦିଗବାରେଣି: 20.07°N 86.02°E / 20.07°N 86.02°E / 20.07; 86.02
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ପୁରୀ
ଲୋକସଂଖ୍ୟା ୧୬,୯୧୪ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


୮ ମିଟରs ( ଫୁଟ)

ନିମାପଡ଼ା ଓଡ଼ିଶାର ପୁରୀ ଜିଲ୍ଲାର ଏକ ଛୋଟ ସହର ଅଟେ । ରାଜଧାନୀଏହା ଭୁବନେଶ୍ଵର ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ରାଜନୀତି[ସମ୍ପାଦନା]

୨୦୦୯ ରେ ଏହି ବିଧାନ ସଭା ଆସନରୁ ଜିତିଥିବା ସମୀର ରଞ୍ଜନ ଦାସ (ବି.ଜେ.ଡି) ବର୍ତମାନ ଏଠାକାର ବିଧାୟକ । ଏହା ପୁର୍ବରୁ ବାଇଧର ମଲିକ (ବି.ଜେ.ପି.) ୨୦୦୦ ଓ ୨୦୦୪ ରେ,ରବୀନ୍ଦ୍ର କୁମାର ସେଠୀ (ଆଇ.ଏନ୍.ସି) ୧୯୯୯୫ ଓ ୧୯୮୫ ରେ,ବେଣୁଧର ସେଠୀ (ଜନତା ଦଳ)୧୯୯୦ ଓ ଗୋବିନ୍ଦ ଚନ୍ଦ୍ର ସେଠୀ (ଜେ.ଏନ୍.ପି)୧୯୭୭ ରୁ ଏଠାରୁ ବିଧାୟକ ହୋଇଥିଲେ ।

ଆଧାର[ସମ୍ପାଦନା]

ବିଶେଷତା[ସମ୍ପାଦନା]

ଏହି ସହର ଛେନା ଝିଲି ପାଇଁ ସାରା ଓଡ଼ିଶା ରେ ପ୍ରସିଦ୍ଧ ।

ଆଧାର[ସମ୍ପାଦନା]

ସମ୍ବନ୍ଧିତ ପ୍ରସଙ୍ଗ[ସମ୍ପାଦନା]