ବାଙ୍କୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୦,୭୩୯
ଜିଲ୍ଲା: କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଟକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ବାଙ୍କୀ (କ୍ରମିକ ସଂଖ୍ୟା: ୮୮) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଙ୍କୀ (ବି), ବାଙ୍କୀ ବ୍ଳକ, ବାଙ୍କୀ-ଡମପଡ଼ା ବ୍ଳକ ଓ ବାରଙ୍ଗ ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଭାତ କୁମାର ତ୍ରିପାଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ମଲ୍ଲିକଙ୍କଠାରୁ ୪୩୭୫୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଭାତ କୁମାର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କଠାରୁ ୨୩,୪୪୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ବାଙ୍କୀ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରଭାତ କୁମାର ତ୍ରିପାଠୀ ୭୦,୩୭୧ ୫୪.୭୯ -
କଂଗ୍ରେସ ଦେବାଶିଷ ପଟ୍ଟନାୟକ ୪୭,୨୮୬ ୩୬.୬୩ -
ଭାଜପା ଶୁଭ୍ରାଂଶୁ ମୋହନ ପାଢ଼ୀ ୮,୦୫୬ ୬.୨୪ -
ବସପା କମଳାକାନ୍ତ ପ୍ରହରାଜ ୯୬୨ ୦.୭୫ -
ସ୍ୱାଧୀନ ବିରଞ୍ଚି କୁମାର ମହାରଣା ୬୯୬ ୦.୫୪ -
ସମୃଦ୍ଧ ଓଡ଼ିଶା ଅନନ୍ତ ନାରାୟଣ ମିଶ୍ର ୫୬୧ ୦.୪୩ -
ସ୍ୱାଧୀନ ପ୍ରଭାତ ସେଠୀ ୪୧୬ ୦.୩୨ -
ଆରପିଆଇ (ଏ) ଅବକାଶ ନାୟକ ୩୮୬ ୦.୩୦ -
ଭୋଟ ବ୍ୟବଧାନ ୨୩,୪୪୫ ୧୮.୧୬* -
ମତଦାନ ହାର ୧,୨୯,୦୯୫ ୭୧.୫୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର[ସମ୍ପାଦନା]

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf