ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ | |
---|---|
ବିଧାୟକ: ୧୪ଶ (ଉପ), ୧୫ଶ, ୧୬ଶ, ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୧ ମାର୍ଚ୍ଚ ୨୦୧୨ – ଏବେଯାଏଁ | |
ପୂର୍ବ ଅଧିକାରୀ | ରମେଶ ରାଉତ |
ନିର୍ବାଚନ ମଣ୍ଡଳୀ | ଆଠଗଡ଼ |
ବିଧାୟକ: ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦୦୯ | |
ପୂର୍ବ ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
ପର ଅଧିକାରୀ | ରମେଶ ରାଉତ |
ନିର୍ବାଚନ ମଣ୍ଡଳୀ | ଆଠଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୫୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ମଞ୍ଜୁଳା ଦାସ |
ବାପା/ବୋଉ | ଉପେନ୍ଦ୍ର ସ୍ୱାଇଁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରଣେନ୍ଦ୍ର ପ୍ରତାପ ସ୍ୱାଇଁ, (ଜନ୍ମ: ୧ ଜୁଲାଇ ୧୯୫୩) ରାଜା ସ୍ୱାଇଁ ନାମରେ ଜଣାଶୁଣା ।[୧] ସେ ଆଠଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଓଡ଼ିଶା ବିଧାନ ସଭାର ସଦସ୍ୟ ।[୨][୩] ରଣେନ୍ଦ୍ର ପ୍ରତାପ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) କ୍ରୀଡ଼ା ଏବଂ ଯୁବ ମନ୍ତ୍ରାଳୟ, ବିଜ୍ଞାନ ଓ ପ୍ରୌଦ୍ୟୋଗିକୀ ଏବଂ ଗୄହ ମନ୍ତ୍ରାଳୟ ଭାବେ ତୁଲାଇ ଆସିଛନ୍ତି । ସେ ବର୍ତ୍ତମାନ ବିଜୁ ଜନତା ଦଳରେ ଯୁବ ସମ୍ପର୍କ କମିଟିର ଚେୟାରମ୍ୟାନ ଦାୟିତ୍ୱ ତୁଲାଇଛନ୍ତି ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]୧୯୫୩ ମସିହାର ଜୁଲାଇ ୧ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉପେନ୍ଦ୍ର ସ୍ୱାଇଁ ଓ ପତ୍ନୀଙ୍କ ନାମ ମଞ୍ଜୁଳା ଦାସ ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟକ ଭାବରେ ୮ ଥର ନିର୍ବାଚିତ ହୋଇଛନ୍ତି ଏବଂ ଜଣେ ମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଛନ୍ତି ।
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୬,୦୦୬ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅଭୟ କୁମାର ବାରିକଙ୍କୁ ୩,୫୮୪ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଆଠଗଡ଼ | ଜନତା ଦଳ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ||
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ବିଜୁ ଜନତା ଦଳ | |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ||
୨୧ ମାର୍ଚ୍ଚ ୨୦୧୨ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ||
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ||
୨୦୧୯ | ୨୦୨୪ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ||
୨୦୨୪ | ଏବେଯାଏଁ | ସଭ୍ୟ, ୧୭ଶ ଓଡ଼ିଶା ବିଧାନ ସଭା |
ଆଧାର
[ସମ୍ପାଦନା]- ↑ http://indiankanoon.org/doc/1787780/
- ↑ "ଆର୍କାଇଭ୍ କପି". Archived from the original on 2013-10-10. Retrieved 2014-03-24.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2013-10-11. Retrieved 2014-03-24.
{{cite web}}
: Cite has empty unknown parameter:|1=
(help) - ↑ "Shri Suryabanshi Suraj". odishaassembly.nic.in. Odisha Assembly. Retrieved 26 August 2023.
- ↑ "General Election to Assembly Constituencies 2024: Athagarh (Odisha)". Election Commission of India. Retrieved 11 June 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |