ନର୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୬,୦୫୯
ଜିଲ୍ଲା: କଳାହାଣ୍ଡି
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ନର୍ଲା (କ୍ରମିକ ସଂଖ୍ୟା: ୮୧) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନର୍ଲା ବ୍ଳକ, କର୍ଲାମୁଣ୍ଡା ବ୍ଳକ, ମଦନପୁର-ରାମପୁର ବ୍ଳକ ଓ କେସିଙ୍ଗା ବ୍ଳକର ୯ଟି ଗ୍ରାମ ପଞ୍ଚାୟତ (ବେଲଖଣ୍ଡି, ତୁଣ୍ଡଳା, ତୁର୍ଲାଖମନ୍, ସିର୍ଜାପାଲି, କନ୍ତେଶିର, କଶ୍ରୁପଡା, ପରଲସିଙ୍ଗା, ହାତୀଖୋଜ୍, ନୁନମାଠ ) ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଧନେଶ୍ୱର ମାଝୀ , ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କ ଠାରୁ ୧୫୭୬୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂହ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କଠାରୁ ୨୭,୫୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ନର୍ଲା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଭୂପିନ୍ଦର ସିଂହ ୪୯,୭୪୮ ୩୬.୩୨ -
ଭାଜପା ଶ୍ରୀକାନ୍ତ ହୋତା ୨୨,୨୩୬ ୧୬.୨୩ -
ସ୍ୱାଧୀନ ନୀଳମଣି ସାହୁ ୧୭,୦୪୪ ୧୨.୪୪ -
ରାକପା ଜାକିର ହୁସେନ ୧୬,୭୧୨ ୧୨.୨୦ -
ସ୍ୱାଧୀନ ସନ୍ତୋଷ କୁମାର ମୁଣ୍ଡ ୧୨,୧୯୯ ୮.୯୧ -
ବସପା କୈଳାଶ ଚନ୍ଦ୍ର ଜୈନ ୫,୧୪୧ ୩.୭୫ -
ସପା ଅଶୋକ କୁମାର ଚଣ୍ଡ ୩,୯୨୮ ୨.୮୭ -
ସମୃଦ୍ଧ ଓଡ଼ିଶା ସପନ କୁମାର ପଟ୍ଟନାୟକ ୩,୮୧୨ ୨.୭୮ -
ସ୍ୱାଧୀନ ଜଗଜୀବନ ବାରିକ ୨,୦୭୧ ୧.୫୧ -
ସିପିଆଇ(ମାଲେ) ଲିବରେସନ ଯୁଧିଷ୍ଟି ସା ୧,୬୧୫ ୧.୧୮ -
ସ୍ୱାଧୀନ ମୋହନ ଜାନୀ ୧,୪୪୧ ୧.୦୫ -
କଳିଙ୍ଗ ସେନା ସୁରେଶ ଚୌଧୁରୀ ୧,୦୩୮ ୦.୭୬ -
ଭୋଟ ବ୍ୟବଧାନ ୨୭,୫୧୨ ୨୦.୦୮* -
ମତଦାନ ହାର ୧,୩୭,୦୨୧ ୭୧.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୬୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]

  • ୨୦୧୪: (୮୧):ଧନେଶ୍ୱର ମାଝୀ (ବିଜୁ ଜନତା ଦଳ)
  • ୨୦୦୯: (୮୧): ଭୂପିନ୍ଦର ସିଂହ (କଂଗ୍ରେସ)
  • ୨୦୦୪: (୧୦୦): ବଳଭଦ୍ର ମାଝି (ବିଜଦ)
  • ୨୦୦୦: (୧୦୦): ବଳଭଦ୍ର ମାଝି (ବିଜଦ)
  • ୧୯୯୫: (୧୦୦): ବଳଭଦ୍ର ମାଝି (ଜନତା ଦଳ)
  • ୧୯୯୦: (୧୦୦): ବଳଭଦ୍ର ମାଝି (ଜନତା ଦଳ)
  • ୧୯୮୫: (୧୦୦): କୁମରମଣି ଶବର (କଂଗ୍ରେସ)
  • ୧୯୮୦: (୧୦୦):ତେଜରାଜ ମାଝି (କଂଗ୍ରେସ-ଇ)
  • ୧୯୭୭: (୧୦୦): ତେଜରାଜ ମାଝି (କଂଗ୍ରେସ)
  • ୧୯୭୪: (୧୦୦): ଧନେଶ୍ୱର ମାଝି (ସ୍ୱତନ୍ତ୍ର)
  • ୧୯୭୧: (୯୪): ଧନେଶ୍ୱର ମାଝି (ସ୍ୱତନ୍ତ୍ର)
  • ୧୯୬୭: (୯୪): ଅଞ୍ଚଳ ମାଝି (ସ୍ୱତନ୍ତ୍ର)

ଆଧାର[ସମ୍ପାଦନା]

  1. "Narla Assembly Election 2009, Orissa". empoweringindia.org. Retrieved 28 May 2013. Constituency: Narla (81) District : Kalahandi
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 28 May 2013. 27512
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 100-Narla Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf