ଗିରିଜା କୁମାର ବଳୀୟାରସିଂହ
Appearance
ଗିରିଜା କୁମାର ବଳୀୟାରସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନାରଗୋଦା, ଖୋର୍ଦ୍ଧା | ୯ ଡିସେମ୍ବର ୧୯୫୪
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଭାରତବର୍ଷ ଚତୁର୍ଦ୍ଦଶୀର ଚନ୍ଦ୍ର |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୬) |
ଗିରିଜା କୁମାର ବଳୀୟାରସିଂହ ଜଣେ ଓଡ଼ିଆ କବି ଓ ସାହିତ୍ୟିକ ।[୧] ତାଙ୍କର କବିତା ସଙ୍କଳନ “ଭାରତ ବର୍ଷ” ପାଇଁ ସେ ୨୦୦୬ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[୨] ଗିରିଜା କୁମାର ବଳୀୟାରସିଂହଙ୍କର ଏକ ପ୍ରକାଶନ ସଂସ୍ଥା ମଧ୍ୟ ରହିଛି ଯାହା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାରରେ ସମୟ ବିନିଯୋଗ କରିଥାନ୍ତି ।[୩]
୨୦୧୬ ମସିହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଆ ଅନୁବାଦିକା ମୋନାଲିସା ଜେନା ଇଂରାଜୀ ଭାଷାରେ ଗିରିଜା କୁମାର ବଳୀୟାରସିଂହଙ୍କ କବିତାର ଅନୁବାଦ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ପୁସ୍ତକ | ପ୍ରକାଶନ ବର୍ଷ | ପ୍ରକାଶକ |
---|---|---|
ଭାରତବର୍ଷ | କାହାଣୀ ପବ୍ଲିକେସନ୍ସ୍ | |
ଚାରଣଚର୍ଯ୍ୟା | କାହାଣୀ ପବ୍ଲିକେସନ୍ସ୍ | |
ଚତୁର୍ଦ୍ଦଶୀର ଚନ୍ଦ୍ର | କାହାଣୀ ପବ୍ଲିକେସନ୍ସ୍ | |
କ୍ରୌଞ୍ଚମିଥୁନ | କାହାଣୀ ପବ୍ଲିକେସନ୍ସ୍ | |
ତୃଷାତର୍ପଣ | କାହାଣୀ ପବ୍ଲିକେସନ୍ସ୍ | |
ଶୀତଶୀର୍ଷକ | କାହାଣୀ ପବ୍ଲିକେସନ୍ସ୍ | |
କାଲିର କବିତା | ||
ଉତ୍ତର ମେଘ | କାହାଣୀ ପବ୍ଲିକେସନ୍ସ୍ | |
ନୀଳ ନିର୍ବାଣ | କାହାଣୀ ପବ୍ଲିକେସନ୍ସ୍ | |
ଡାଇରୀର ଶାଇରୀ | ||
ପାଦପୂରଣ | ||
ନିର୍ବାସିତ କବିତା | ||
ଚର୍ଯାଚୟନ | ||
କାବ୍ୟପୁରୁଷ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୬ (“ଭାରତ ବର୍ଷ” ପାଇଁ)[୫]
- ଝଙ୍କାର ପୁରସ୍କାର (କବିତା), ୨୦୦୮[୬](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ରତ୍ନମଣି ସ୍ମୃତି ସମ୍ମାନ, ୨୦୨୧[୭] (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ କବିତା ସମ୍ମାନ)
- ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୫ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ କବିତା ସମ୍ମାନ)
ଆଧାର
[ସମ୍ପାଦନା]- ↑ Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-21.
- ↑ "ଗିରିଜା କୁମାର ବଳୀୟାରସିଂହ | Girija Kumar Baliarsingh | Writer of Odia Language & Literature" (in ଇଂରାଜୀ). Retrieved 2019-02-21.
- ↑ "ସାକ୍ଷାତକାର : ଶେଷ ରବିବାର". No. ସମ୍ବାଦ ୨୫ ଅକ୍ଟୋବର ୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. Retrieved 25 October 2020.
- ↑ "ODISHA SAHITYA ACADEMY AWARDED BOOKS AND WRITERS" (PDF). www.magazines.odisha.gov.in/. ଓଡ଼ିଶା ସରକାର. Archived (PDF) from the original on 25 October 2020. Retrieved 25 October 2020.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨.
{{cite web}}
: Check date values in:|accessdate=
(help) - ↑ "ପ୍ରିୟତମାର କବି ଫନୀ ମହାନ୍ତି ପାଇବେ ଫକୀରମୋହନ ସାହିତ୍ୟଶ୍ରୀ ସମ୍ମାନ". Indo Kaling Times. Archived from the original on 6 March 2022. Retrieved 6 March 2022.