ନଟବର ଶତପଥୀ

ଉଇକିପିଡ଼ିଆ ରୁ
Jump to navigation Jump to search
ନଟବର ଶତପଥୀ
Natabar Satapathy (cropped).jpg
ଜାତୀୟତାଭାରତୀୟ
ବାସସ୍ଥଳୀଭୁବନେଶ୍ୱର
ନାଗରିକତା ଭାରତୀୟ
ପୁରସ୍କାରସାରଳା ସମ୍ମାନ

ନଟବର ଶତପଥୀ, ଜଣେ ଓଡ଼ିଆ ଭାଷାବିତ[୧] ଓ ଗବେଷକ ଅଟନ୍ତି ।[୨] ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି ।

ସାହିତ୍ୟ କୃତି[ସମ୍ପାଦନା]

  • ସାରଳା ଶବ୍ଦ ଓ ସୂକ୍ତି କୋଷ
  • ସାହିତ୍ୟ ଓ ବାସ୍ତବବାଦ
  • ଓଡ଼ିଆ ଅଭିଧାନ
  • ଭାଷାତତ୍ତ୍ୱର ରୂପଚିତ୍ର
  • ତୃତୀୟ ନେତ୍ର
  • ଅସମାପ୍ତ ଦ୍ୱିତୀୟା
  • ଅସମାପ୍ତ ଆଲୋଚନା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସାରଳା ସମ୍ମାନ - ୨୦୧୭ (ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)[୩]
  • କଥା ଭାରତ ସମ୍ମାନ - ୨୦୧୬ (ଜୟ ଭାରତ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୪]

ଆଧାର[ସମ୍ପାଦନା]

  1. https://www.telegraphindia.com/1160226/jsp/odisha/story_71437.jsp
  2. Sahitya Akademi (2006). Annual Report. Sahitya Akademi.
  3. "ନଟବର ଶତପତୀ ପାଇବେ ସାରଳା ସମ୍ମାନ". ସମ୍ବାଦ ୧୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 15 December 2017.
  4. http://www.dailypioneer.com/print.php?printFOR=storydetail&story_url_key=harinarayana-to-get-bharat-gaurav-samman-2016&section_url_key=STATE-EDITIONS