ନଟବର ଶତପଥୀ
Jump to navigation
Jump to search
ନଟବର ଶତପଥୀ | |
---|---|
![]() | |
ବାସସ୍ଥଳୀ | ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ନାଗରିକତା | ![]() |
ପୁରସ୍କାର | ସାରଳା ସମ୍ମାନ |
ଜୀବନ ସାଥି | ରୁକ୍ମଣୀ ଶତପଥୀ |
ସନ୍ତାନ | ସମିତା, ଅମିତ, ଅସିତ |
ବାପା ବୋଉ | ଗୋପୀନାଥ ଶତପଥୀ ଇନ୍ଦୁମତୀ ଶତପଥୀ |
ନଟବର ଶତପଥୀ, ଜଣେ ଓଡ଼ିଆ ଭାଷାବିତ[୧] ଓ ଗବେଷକ ଅଟନ୍ତି ।[୨] ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି ।
ସାହିତ୍ୟ କୃତି[ସମ୍ପାଦନା]
- ସାରଳା ଶବ୍ଦ ଓ ସୂକ୍ତି କୋଷ
- ସାହିତ୍ୟ ଓ ବାସ୍ତବବାଦ
- ଓଡ଼ିଆ ଅଭିଧାନ
- ଭାଷାତତ୍ତ୍ୱର ରୂପଚିତ୍ର
- ତୃତୀୟ ନେତ୍ର
- ଅସମାପ୍ତ ଦ୍ୱିତୀୟା
- ଅସମାପ୍ତ ଆଲୋଚନା
- ଶବ୍ଦସିନ୍ଧୁ
- ନିୟୁ ଏଜ ଓଡ଼ିଆ ଅଭିଧାନ
- ଭାଷା ଓ ପରମ୍ପରା
- ଭାଷା ବିମର୍ଶ
- କିଶୋରୀ ଚରଣ ଦାସଙ୍କ ଶ୍ରେଷ୍ଠଗଳ୍ପ(ସମ୍ପାଦନା)
- ଓଡ଼ିଆ ପୁରାଣ ପରିଶୀଳନ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ବିଷୁବ ପୁରସ୍କାର
- କାବ୍ୟ ସମ୍ମାନ
- ପ୍ରଫେସନ ଶ୍ରୀଧର ଦାସ ସମ୍ମାନ
- କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ସମ୍ମାନ
- ଝଙ୍କାର ସାହିତ୍ୟ ସମ୍ମାନ[୩]
- ସାରଳା ସମ୍ମାନ - ୨୦୧୭ (ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)[୪]
- କଥା ଭାରତ ସମ୍ମାନ - ୨୦୧୬ (ଜୟ ଭାରତ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୫]
ଆଧାର[ସମ୍ପାଦନା]
- ↑ https://www.telegraphindia.com/1160226/jsp/odisha/story_71437.jsp
- ↑ Sahitya Akademi (2006). Annual Report. Sahitya Akademi.
- ↑ "ବ୍ୟକ୍ତିତ୍ୱ". odishanewsnitidin.com. ନିତିଦିନ. Retrieved 23 August 2019.
- ↑ "ନଟବର ଶତପତୀ ପାଇବେ ସାରଳା ସମ୍ମାନ". ସମ୍ବାଦ ୧୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 15 December 2017.
- ↑ http://www.dailypioneer.com/print.php?printFOR=storydetail&story_url_key=harinarayana-to-get-bharat-gaurav-samman-2016§ion_url_key=STATE-EDITIONS