କବି

ଉଇକିପିଡ଼ିଆ‌ରୁ
Poet
Orpheus, poet of classical mythology
Occupation
NamesPoet, troubador, bard
Vocation
Activity sectors
Literary
Description
CompetenciesWriting
Education required
None
Related jobs
Novelist, writer, lyricist

କବି  ଜଣେ ବ୍ୟକ୍ତି ଯିଏ କବିତା ଲେଖିଥାଆନ୍ତି । . କବିତାର ବ୍ୟାଖ୍ୟା ଭିନ୍ନ ପ୍ରକାରରେ ହେଇପାରେ । ତାହା ସ୍ଥଳ ବିଶେଷ , ସମୟାନୁସାରେ ବଦଳି ଥାଏ । କବି ତାଙ୍କ କବିତାକୁ ଲେଖା ଆକାରରେ ବା ଦର୍ଶକଙ୍କ ଆଗରେ ପ୍ରଦର୍ଶନ ଜରିଆରେ ଉପସ୍ଥାପନ କରି ଥାନ୍ତି । 

Postmortal fictional portrait of Slovak poet Janko Kráľ (1822-1876) - an idealized romanticized picture of "how a real poet should look like" in Western culture.
The Italian Giacomo Leopardi was mentioned by the University of Birmingham as "one of the most radical and challenging of nineteenth-century thinkers".[୧]

କବିତା ଲିଖନ ବାସ୍ତବରେ ଏକ ଯୋଗାଯୋଗ ମାଧ୍ୟମ । କବିତା କୌଣଶୀ ଦ୍ରବ୍ୟ,  ଘଟଣା , ବିଷୟବସ୍ତୁ , ବ୍ୟକ୍ତି ବା ଭାବନା ଉପରେ ଆଧାରିତ ହେଇପାରେ । ଆବହମାନ କଳାରୁ କବି ଓ କବିତାର ସ୍ଥିତି ରହିଛି । କବିତାର ଭାବ , ଶୈଳୀ ଓ ସ୍ଥାନ ସମୟ ଅନୁସାରେ ପରିବର୍ତନ ହେଇଥାଏ । [୨]

History[ସମ୍ପାଦନା]

ପ୍ରାଚୀନ ରମ ସମୟରେ ଧନୀ ଶ୍ରେଣୀର ଲୋକ ଓ ପ୍ରଭାବଶାଳୀ ବ୍ୟକ୍ତି[୩]ମାନେ କବି ମାନଙ୍କୁ ପେଶାଦାର ଭାବରେ ରହିବାକୁ ପ୍ରେରଣା ଦେଉଥିଲେ । ସେମାନେ ଉତ୍ଚ କୋଟି କବିତା ପାଇଁ କବି ମାନଙ୍କୁ ନିଯୋଜିତ କରୁଥିଲେ । 

ଇସଲାମିକ ଆରବୀୟ କବିମାନେ ଏଇତିହାସିକ ମାନଙ୍କ ପରି ଇତିହାସକୁ କବିତା ଆକାରରେ ଲେଖୁଥିଲେ । ଅନ୍ୟ ଧର୍ମରେ ମଧ୍ୟ କନିମାନେ ଘଟଣାବଳୀକୁ କବିତା ଆକାରରେ ଲିପିବଦ୍ଧ କରି ତାହାକୁ ସବୁଦିନ ପାଇଁ ଇତିହାସ ଭାବେ ରଖିଯାଇଛନ୍ତି । 

 Renaissance ପିରିଅଡରେ ଇଉରୋପରେ କବି ମାନଙ୍କୁ ରାଜକୀୟ ସହାୟତା ମିଳୁଥିଲା । ତେବେ ଅନେକ କବି ଅନନ୍ୟ ସୂତ୍ରରୁ ମଧ୍ୟ ଆଯର ବ୍ୟବସ୍ଥା କରୁଥିଲେ । 

ରୋମାନ୍ଥିକ ପିରିୟଡରେ ବହୁସଙ୍ଖ୍ୟାରେ କବି ପେଷାଦାର ଭାବେ ତାଙ୍କ କବିତାକୁ ପ୍ରକାଶନ କରି ଚାଲିଲେ ।[୪] ଏହି କବି ମାନଙ୍କ ମଧ୍ୟରେ ୱିଲିୟମ ବାର୍ଡସ୍ୱାର୍ଥ , ରବର୍ଟ ବର୍ନ ଆଦି ଅନ୍ତର୍ଭୁକ୍ତ । 

ଶିକ୍ଷା[ସମ୍ପାଦନା]

ମୁଖ୍ଯତଃ ଶିକ୍ଷିତ ବ୍ୟକ୍ତି ବିଶେଷମାନେ କବିତା ଲେଖୁଥିଲେ ମଧ୍ୟ କିଛି ସ୍ୱଳ୍ପ ଶିକ୍ଷିତ ଲୋକ ମଧ୍ୟ କବି ଭାବରେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କ୍ରିଏଟିଭ ଲେଖା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ଏଥିରେ କବିତା ଲିଖନ ଶୈଳୀ ମଧ୍ୟ ଏକ ଅଂଶ । [୫]

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of poets
  • Bard
  • Lyricist
  • Poet Laureate
  • Prose poetry
  • Expressionism
  • Writer

ଆଧାର [ସମ୍ପାଦନା]

  1. The Zibaldone project, University of Birmingham
  2. Orban, Clara Elizabeth (1997).
  3. Barbara K. Gold, (2014) Literary and Artistic Patronage in Ancient Rome", University of Texas Press
  4. Peter T. Murphy (2005) "Poetry as an Occupation and an Art in Britain" Cambridge University Press
  5. Nikki Moustaki (2001), The Complete Idiot's Guide to Writing Poetry, Penguin.

ପୁନଶ୍ଚ ପଠନ [ସମ୍ପାଦନା]

  • Reginald Gibbons (ed), The Poet's Work: 29 poets on the origins and practice of their art. University of Chicago Press (1979). ISBN 9780226290546 at Google Books

ବାହାର ଲିଙ୍କ [ସମ୍ପାଦନା]