ଟୋକିଓ
Tokyo 東京 |
|||
---|---|---|---|
ମହାନଗର | |||
東京都 · Tokyo Metropolis | |||
|
|||
ଗାନ:
(東京都歌 Tokyo Toka?)[୧] |
Tokyo Metropolitan Song|||
![]() Location of Tokyo in Japan |
|||
![]() Satellite photo of Tokyo's 23 Special wards taken by NASA's Landsat 7 |
|||
Location of Tokyo in Japan | |||
Coordinates: 35°41′22.22″N 139°41′30.12″E / 35.6895056°N 139.6917000°ECoordinates: 35°41′22.22″N 139°41′30.12″E / 35.6895056°N 139.6917000°E | |||
Country | ଜାପାନ | ||
Region | Kantō | ||
Island | Honshu | ||
ଉପଖଣ୍ଡ | 23 special wards, 26 cities, 1 district, & 4 subprefectures | ||
Government | |||
• ପ୍ରକାର | Metropolis | ||
• Governor | Tatsumi Andō (Acting) | ||
• Capital | Shinjuku | ||
କ୍ଷେତ୍ରଫଳ (ranked 45th) | |||
• ମହାନଗର | km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres) | ||
• ନଗର | 13,572 km2 ( | 5,200 sq mi)||
Population (August 1, 2011)[୨] | |||
• ମହାନଗର | ୧,୩୧,୮୫,୫୦୨ | ||
• ଘନତା | /km2 (16,000/sq mi) | ||
• ମହାନଗର | ୩,୫୬,୮୨,୪୬୦ | ||
• ମହାନଗର ଘନତା | 2,629/km2 ( | 6,800/sq mi)||
• 23 Wards | ୮୯,୬୭,୬୬୫ | ||
(2011 per Prefectural Government) | |||
Demonym(s) | Tokyoite | ||
Japan Standard Time (UTC+9) | |||
ପିନ କୋଡ଼ | JP-13 | ||
Flower | Somei-Yoshino cherry blossom | ||
Tree | Ginkgo tree (Ginkgo biloba) | ||
Bird | Black-headed Gull (Larus ridibundus) | ||
ୱେବସାଇଟ | metro.tokyo.jp |
ଟୋକିଓ (ଜାପାନୀ ଭାଷା:東京,ଉଚ୍ଚାରଣ: ତୋକ୍ୟୋ tōkyō) ଜାପାନର ରାଜଧାନୀ ଓ ସବୁଠୁ ବଡ଼ ସହର ଅଟେ । ଏହା ବିଶ୍ବର ସବୁଠୁ ବଡ଼ ଜନାକୀର୍ଣ୍ଣ ମହାନଗର । ଏଠାରେ ଜାପାନର ସରକାର ଓ ସମ୍ରାଟ ବାସକରନ୍ତି । ଟୋକିଓ ଦକ୍ଷିଣ-ପଶ୍ଚିମର ମୁଖ୍ୟ ଦ୍ୱୀପ ହୋନ୍ସୁଁ,ଇଜୁ ଓ ଓଗାସାୱାରାରେ ଅବସ୍ଥିତ। ପୂର୍ବରୁ ଏହାକୁ ଏଡୋ ନାମରେ ଜଣାଯାଉଥିଲା।
ବିଷୟସୂଚୀ
ବ୍ୟୁପତ୍ତି ତତ୍ତ୍ୱ[ସମ୍ପାଦନା]
ଟୋକିଓ ପୂର୍ବରୁ ଏଡୋ ନାମରେ ଜଣାଯାଉଥିଲା ଯାହାର ଅର୍ଥ ହେଉଛି "ନଦୀମୁହାଣ"।[୩] ୧୮୬୮ ମସିହାରେ ଯେତେବେଳେ ଏହା ମେଜିର ରାଜଧାନୀ ହେଲା ଏହା ସେତେବେଳେ ଏହାର ନାମ ଟୋକିଓ ହେଲା।ଏହି ସମୟରେ ଏହାକୁ "ଟୋକେଇ" କୁହାଯାଉଥିଲା ଯାହାର ଚୀନ ଭାଷାରେ ଟୋକିଓ ଉଚ୍ଚାରଣ କରାଯାଉଥିଲା। କିଛି ଇଂରାଜୀ କାଗଜପତ୍ରରେ ଏହାର ବନାନ୍ ଟୋକେଇ ଲେଖାଯାଉଥିଲା। କିଛିବି ହେଉ ଏବେ ଏହି ଟୋକେଇ ଶବ୍ଦ ଅପ୍ରଚଳିତ।[୪]
ସାଟୋ ନୁବୁହିରୋ ଲେଖିଥିବା କୁଣ୍ଡୁ ହିସ୍କୁ(ଏକତ୍ର ହେବାର ଗୁପ୍ତ ଯୋଯନା) ବହିରେ ୧୮୧୩ ମସିହାରେ ଏହାର ନାମ ଟୋକିଓ କରିବାକୁ ପ୍ରସ୍ତାବ ମିଳିଥିଲା।
ଭୂଗୋଳ[ସମ୍ପାଦନା]
ଇତିହାସ[ସମ୍ପାଦନା]
୧୮୬୯ରୁ ପୂର୍ବ(ଏଡୋ ପର୍ଯ୍ୟାୟ)[ସମ୍ପାଦନା]
ଟୋକିଓ ମୂଳରୁ ଗୋଟିଏ ଛୋଟ କେଉଟ ଗ୍ରାମ ଥିଲା ଯାହାର ନାମ ଥିଲା ଏଡୋ।[୫]ଏହା ପୁରୁଣା Musashi Provinceର ଅଂଶ ଅଟେ।
ଶିକ୍ଷା[ସମ୍ପାଦନା]
ଟୋକିଓରେ ବହୁତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବାଣିଜ୍ୟ ବିଦ୍ୟାଳୟ ଅଛି। ବହୁତ ଜାପାନ ଓ ପର୍ତ୍ତୁଗୀଜ ବିଶ୍ୱବିଦ୍ୟାଳୟ ଟୋକିଓରେ ଅଛି। ଟୋକିଓ ବିଶ୍ୱବିଦ୍ୟାଳୟ, ହିଟୋତସୁଭାସୀ ବିଶ୍ୱବିଦ୍ୟାଳୟ, Tokyo Institute of Technology, ୱାସେଡା ବିଶ୍ୱବିଦ୍ୟାଳୟ, ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଓ କେୟିଓ ବିଶ୍ୱବିଦ୍ୟାଳୟ ସମେତ ଟୋକିଓର ଅନ୍ୟ କିଛି ବଡ ବଡ ବିଶ୍ୱବିଦ୍ୟାଳୟ ଗୁଡିକ ହେଲା:
- National Graduate Institute for Policy Studies
- ଓକାନୋମିଜୁ ବିଶ୍ୱବିଦ୍ୟାଳୟ
- ଟୋକିଓ ଗାକୁଗୈ ବିଶ୍ୱବିଦ୍ୟାଳୟ
- Tokyo Medical and Dental University
- Tokyo University of Agriculture and Technology
- Tokyo University of Foreign Studies
- Tokyo University of Marine Science and Technology
- ଟୋକିଓ କଳା ବିଶ୍ୱବିଦ୍ୟାଳୟ
- University of Electro-Communications
ଏଠାରେ କେବଳ ଗୋଟିଏ ଅଣ-ଜାତୀୟ public university ଅଛି Tokyo Metropolitan University। ଏଠାରେ କିଛି ଭଲ ଜଣାଶୁଣା ବିଶ୍ୱବିଦ୍ୟାଳୟ ଅଛି ଯେଉଁଠାରେ ଭଲ ଇଂରାଜୀ ଓ ଜାପାନିଜ୍ ଭାଷା ଶିକ୍ଷା ଦିଆଯାଏ। ସେଗୁଡୀକ ହେଲା:
- Globis University Graduate School of Management
- ଅନ୍ତର୍ଜାତୀୟ ଖ୍ରୀଷିଆନ୍ ବିଶ୍ୱବିଦ୍ୟାଳୟ
- ସିଫିଆ ବିଶ୍ୱବିଦ୍ୟାଳୟ
- ୱାସେଡା ବିଶ୍ୱବିଦ୍ୟାଳୟ
ଟୋକିଓ United Nations Universityର ହେର୍ଡକ୍ୱାଟର ମଧ୍ୟ ଅଟେ।
ପର୍ଯ୍ୟଟନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "東京都歌・市歌". Tokyo Metropolitan Government. Retrieved September 17, 2011.
- ↑ "大都市圏・都市圏の人口". Ministry of Internal Affairs and Communications. Retrieved 2005.
- ↑ "Rediff Books Flipkart Infibeam Find in a library All sellers » Shop for Books on Google Play Browse the world's largest eBookstore and start reading today on the web, tablet, phone, or ereader. Go to Google Play Now » My library My History Books on Google Play Placenames of the World". Retrieved 18 February 2018.
- ↑ "明治東京異聞~トウケイかトウキョウか~東京の読み方". Retrieved 18 February 2018.
- ↑ "Tokyo". Retrieved 18 February 2018.
ବାହାର ତଥ୍ୟ[ସମ୍ପାଦନା]
Tokyo ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
![]() |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
![]() |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
![]() |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
![]() |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
![]() |
ଉଇକିକଥାରୁ ଢଗଢମାଳି ଓ କଥାମାନ |
![]() |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
![]() |
ଉଇକିପୋଥିରେ ପଢ଼ାବହିମାନ |
Tokyo ସଙ୍ଗେ ଯୋଡ଼ାଥିବା ଉଇକିମିଡ଼ିଆ କମନ୍ସରେ ଥିବା ମିଡ଼ିଆ
- ମୁଖ୍ୟ ୱେବସାଇଟ