ଉତ୍କଳ ରତ୍ନ ସମ୍ମାନ
Appearance
ଉତ୍କଳ ରତ୍ନ ସମ୍ମାନ | ||
ପୁରସ୍କାର ତଥ୍ୟ | ||
---|---|---|
ଶ୍ରେଣୀ | ଚର୍ଚ୍ଚିତ ବ୍ୟକ୍ତିତ୍ୱ | |
ପ୍ରଥମେ ଦିଆଗଲା | ୧୯୯୩ | |
ଶେଷଥର ଦିଆଯାଇଛି | ୨୦୧୬ | |
ମୋଟ ପୁରସ୍କୃତ | ୨୪ | |
ଦାତା | ଉତ୍କଳ ସାହିତ୍ୟ ସମାଜ | |
ବର୍ଣ୍ଣନା | ଓଡ଼ିଶାର ପୁରସ୍କାର | |
ପ୍ରଥମ ପୁରସ୍କୃତ | ରାଧାନାଥ ରଥ |
ଉତ୍କଳ ରତ୍ନ ସମ୍ମାନ ଏକ ଭାରତୀୟ ସାହିତ୍ୟ-ସମ୍ବନ୍ଧିତ ସମ୍ମାନ । ଏହା ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ସାହିତ୍ୟ ସମାଜ ତରଫରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ । ପ୍ରତବର୍ଷ ଜଣେ ବିଶିଷ୍ଟ ସାହିତ୍ୟିକ ବା ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ କାର୍ଯ୍ୟ ନିର୍ବାହୀ ସମିତି ବୈଠକଦ୍ୱାରା ଚୟନ କରାଯାଇ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଏ । ପ୍ରତିବର୍ଷ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିରେ ରୌପ୍ୟ ଟ୍ରଫି, ତାମ୍ର ଫଳକ ଏବଂ ଉପଢୌକନ ଓ ମାନପତ୍ର ଆଦି ଦେଇ ସମ୍ମାନିତ କରାଯାଏ ।
ପୁରସ୍କୃତ ବ୍ୟକ୍ତିବିଶେଷ
[ସମ୍ପାଦନା]- ୨୦୨୩ – ଦୀପକ ମିଶ୍ର
- ୨୦୨୨ – ଦେବୀପ୍ରସନ୍ନ ପଟ୍ଟନାୟକ
- ୨୦୨୧ – ପ୍ରତିଭା ରାୟ[୧]
- ୨୦୨୦ – ଗୋପାଳବଲ୍ଲଭ ପଟ୍ଟନାୟକ
- ୨୦୧୯ – ସୀତାକାନ୍ତ ମହାପାତ୍ର[୨]
- ୨୦୧୬ – ଅରିଜିତ ପଶାୟତ[୩]
- ୨୦୧୫ – ରମାକାନ୍ତ ପଣ୍ଡା[୪][୫]
- ୨୦୧୪ – ଜୟନ୍ତ ମହାପାତ୍ର[୬]
- ୨୦୧୩ – ମହାପାତ୍ର ନୀଳମଣି ସାହୁ[୭]
- ୨୦୧୨ – ତୁଳସୀ ମୁଣ୍ଡା
- ୨୦୧୧ – ଜାନକୀ ବଲ୍ଲଭ ପଟ୍ଟନାୟକ[୮]
- ୨୦୧୦ – ରବି ରାୟ
- ୨୦୦୯ – ବିବୁଧେନ୍ଦ୍ର ମିଶ୍ର[୯]
- ୨୦୦୮ – ଗୌରୀ କୁମାର ବ୍ରହ୍ମା
- ୨୦୦୭ – ଗୁରୁଚରଣ ପଟ୍ଟନାୟକ[୧୦]
- ୨୦୦୬ – ନିତ୍ୟାନନ୍ଦ ମହାପାତ୍ର
- ୨୦୦୫ – ଅନ୍ନପୂର୍ଣ୍ଣା ମହାରଣା [୧୧]
- ୨୦୦୪ – ଶତ୍ରୁଘ୍ନ ନାଥ
- ୨୦୦୩ – ଗଙ୍ଗାଧର ରଥ
- ୨୦୦୨ – ଚିତ୍ତରଞ୍ଜନ ଦାସ
- ୨୦୦୧ – ମନୋଜ ଦାସ[୧୨]
- ୨୦୦୦ – ସୁନନ୍ଦା ପଟ୍ଟନାୟକ
- ୧୯୯୯ – ଶରତ ଚନ୍ଦ୍ର ମିଶ୍ର
- ୧୯୯୮ – ଭୁବନେଶ୍ୱର ବେହେରା
- ୧୯୯୭ – ରାଧାମୋହନ ଗଡ଼ନାୟକ
- ୧୯୯୬ – ସତ୍ୟନାରାୟଣ ରାଜଗୁରୁ
- ୧୯୯୫ – ରଙ୍ଗନାଥ ମିଶ୍ର
- ୧୯୯୪ – ସଚ୍ଚିଦାନନ୍ଦ ରାଉତରାୟ
- ୧୯୯୩ – ରାଧାନାଥ ରଥ [୧୩]
ଆଧାର
[ସମ୍ପାଦନା]- ↑ "ପ୍ରତିଭା ରାୟ ପାଇବେ ଉତ୍କଳ ରତ୍ନ". www.samajalive.in. ସମାଜ. Archived from the original on 2 September 2021. Retrieved 2 September 2021.
- ↑ "ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ'". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪. ଧରିତ୍ରୀ. Retrieved 10 June 2019.
- ↑ "ଜଷ୍ଟିସ ଅରିଜିତ ପଶାୟତ ପାଇବେ ଉତ୍କଳ ରତ୍ନ". ଧରିତ୍ରୀ. Retrieved 29 July 2016.
- ↑ http://incredibleorissa.com/ramakant-panda-utkal-ratna-award
- ↑ http://www.dnaindia.com/locality/cuttack/renowned-heart-surgeon-ramakant-panda-receive-utkal-ratna-samman-year-63666
- ↑ http://www.dnaindia.com/locality/cuttack/jayant-mahapatra-conferred-utkal-ratna-samman-41447
- ↑ http://www.orissabarta.com/index.php?option%3Dcom_content%26view%3Darticle%26id%3D13920:prasanta-patnaik-and-24-others-honoured-by-utkal-sahitya-samaj[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2020-10-18. Retrieved 2016-06-12.
{{cite web}}
: Cite has empty unknown parameter:|1=
(help) - ↑ www.orissaspider.com/resources/3784-Utkal-Ratna-Bibudhendra-Misra-A-Biography
- ↑ http://www.mainstreamweekly.net/article1443.html
- ↑ http://wap.business-standard.com/article/pti-stories/annapurna-maharana-passes-away-113010100347_1.html
- ↑ http://www.worldofmanojdas.in/index.php?
- ↑ http://jajpur.nic.in/eminent.htm&ei=EhzYgSLp&lc=en-IN&s=1&m=531&host=www.google.co.in&ts=1465726670&sig=APY536yK999H9c0jtLGe6N5pD0fqyVNybQ