ଉତ୍କଳ ରତ୍ନ ସମ୍ମାନ

ଉଇକିପିଡ଼ିଆ‌ରୁ
ଉତ୍କଳ ରତ୍ନ ସମ୍ମାନ
ପୁରସ୍କାର ତଥ୍ୟ
ଶ୍ରେଣୀ ଚର୍ଚ୍ଚିତ ବ୍ୟକ୍ତିତ୍ୱ
ପ୍ରଥମେ ଦିଆଗଲା ୧୯୯୩
ଶେଷଥର ଦିଆଯାଇଛି ୨୦୧୬
ମୋଟ ପୁରସ୍କୃତ ୨୪
ଦାତା ଉତ୍କଳ ସାହିତ୍ୟ ସମାଜ
ବର୍ଣ୍ଣନା ଓଡ଼ିଶାର ପୁରସ୍କାର
ପ୍ରଥମ ପୁରସ୍କୃତ ରାଧାନାଥ ରଥ


ଉତ୍କଳ ରତ୍ନ ସମ୍ମାନ ଏକ ଭାରତୀୟ ସାହିତ୍ୟ-ସମ୍ବନ୍ଧିତ ସମ୍ମାନ । ଏହା ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ସାହିତ୍ୟ ସମାଜ ତରଫରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ । ପ୍ରତବର୍ଷ ଜଣେ ବିଶିଷ୍ଟ ସାହିତ୍ୟିକ ବା ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ କାର୍ଯ୍ୟ ନିର୍ବାହୀ ସମିତି ବୈଠକଦ୍ୱାରା ଚୟନ କରାଯାଇ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଏ । ପ୍ରତିବର୍ଷ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିରେ ରୌପ୍ୟ ଟ୍ରଫି, ତାମ୍ର ଫଳକ ଏବଂ ଉପଢୌକନ ଓ ମାନପତ୍ର ଆଦି ଦେଇ ସମ୍ମାନିତ କରାଯାଏ ।

ପୁରସ୍କୃତ ବ୍ୟକ୍ତିବିଶେଷ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ପ୍ରତିଭା ରାୟ ପାଇବେ ଉତ୍କଳ ରତ୍ନ". www.samajalive.in. ସମାଜ. Archived from the original on 2 September 2021. Retrieved 2 September 2021.
  2. "ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ'". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪. ଧରିତ୍ରୀ. Retrieved 10 June 2019.
  3. "ଜଷ୍ଟିସ ଅରିଜିତ ପଶାୟତ ପାଇବେ ଉତ୍କଳ ରତ୍ନ". ଧରିତ୍ରୀ. Retrieved 29 July 2016.
  4. http://incredibleorissa.com/ramakant-panda-utkal-ratna-award
  5. http://www.dnaindia.com/locality/cuttack/renowned-heart-surgeon-ramakant-panda-receive-utkal-ratna-samman-year-63666
  6. http://www.dnaindia.com/locality/cuttack/jayant-mahapatra-conferred-utkal-ratna-samman-41447
  7. http://www.orissabarta.com/index.php?option%3Dcom_content%26view%3Darticle%26id%3D13920:prasanta-patnaik-and-24-others-honoured-by-utkal-sahitya-samaj
  8. http://www.assamtribune.com/scripts/detailsnew.asp?id=apr2215/at051
  9. www.orissaspider.com/resources/3784-Utkal-Ratna-Bibudhendra-Misra-A-Biography
  10. http://www.mainstreamweekly.net/article1443.html
  11. http://wap.business-standard.com/article/pti-stories/annapurna-maharana-passes-away-113010100347_1.html
  12. http://www.worldofmanojdas.in/index.php?
  13. http://jajpur.nic.in/eminent.htm&ei=EhzYgSLp&lc=en-IN&s=1&m=531&host=www.google.co.in&ts=1465726670&sig=APY536yK999H9c0jtLGe6N5pD0fqyVNybQ