Jump to content

ଶତ୍ରୁଘ୍ନ ପାଣ୍ଡବ

ଉଇକିପିଡ଼ିଆ‌ରୁ
(ଶତୃଘ୍ନ ପାଣ୍ଡବରୁ ଲେଉଟି ଆସିଛି)
ଶତ୍ରୁଘ୍ନ ପାଣ୍ଡବ
ଜନ୍ମ ଓ ଜନ୍ମସ୍ଥାନ (1955-07-18) ୧୮ ଜୁଲାଇ ୧୯୫୫ (ବୟସ ୭୧)
ମହାଦେଇପାଟଣା, କେନ୍ଦ୍ରାପଡ଼ା
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧
ପିତାମାତାନାରାୟଣ ଚନ୍ଦ୍ର ପାଣ୍ଡବ (ପିତା)

ଶତ୍ରୁଘ୍ନ ପାଣ୍ଡବ (ଜନ୍ମ: ୧୮ ଜୁଲାଇ ୧୯୫୫) ଜଣେ ଓଡ଼ିଆ କବି ଅଟନ୍ତି ।[୧][୨] ସେ ୨୦୦୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୫ ମସିହାରେ ଶାରଳା ପୁରସ୍କାର ଲାଭ କରିଥିଲେ ।[୩] ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ ।[୪]

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ବିଶ୍ୱାସର ଡାଳପତ୍ର ୧୯୮୩, ୧୯୯୧
  • ପଦ୍ମ ପାଲିଙ୍କି ୧୯୯୬
  • ସାବରମତି ୨୦୦୦
  • ଦୃଶ୍ୟବୋଧ ୨୦୦୪
  • କପଳବାସ୍ତୁ ୨୦୦୬
  • ଶ୍ରାବସ୍ତୀରୁ ଶ୍ରାବସ୍ତୀ ୨୦୦୮
  • ପାଣି ଓ ଅନ୍ୟାନ୍ୟ କବିତା
  • ମିଶ୍ର ଧ୍ରୁପଦ - ୨୦୧୬ ( ୧୯୯୫ରୁ ୨୦୧୫ ମଧ୍ୟରେ ଲେଖାଯାଇଥିବା କବିତା ଗୁଡ଼ିକର ସଂକଳନ )[୫]
  • ସୁନୟନା ଓ ଅନ୍ୟାନ୍ୟ ସ୍ତବକ

ଆଲୋଚନା ଓ ସମାଲୋଚନା

[ସମ୍ପାଦନା]
  • କଥାଶିଳ୍ପୀ ମନୋଜ ଦାସ ୧୯୯୪
  • ଆଧୁନିକ ଓଡ଼ିଆ କବିତା ପରିଚର୍ଚ୍ଚା ୧୯୯୮
  • ଆଧୁନିକ ଓଡ଼ିଆ କବିତାର ଉତ୍ତରାୟଣ ୨୦୦୭
  • ଆଧୁନିକ ଓଡ଼ିଆ କବିତା ସମୀକ୍ଷଣ ୨୦୦୯

ସମ୍ପାଦନା

[ସମ୍ପାଦନା]
  • ଅନ୍ଧ ଯୁଗର କାହାଣୀ
  • ବାମାଚରଣ ଗଳ୍ପ ସମ୍ଭାର ୧୯୯୮, ୨୦୦୪ (ନ୍ୟାସନାଲ ବୁକ୍ ଟ୍ରଷ୍ଟ, ନୂଆଦିଲ୍ଲୀ)
  • ପ୍ରତିଭା ଶତପଥୀଙ୍କ ନିର୍ବାଚିତ କବିତା ୨୦୦୯
  • ଓଡ଼ିଆ ସାହିତ୍ୟ ସମାଜ ସ୍ମରଣିକା ୨୦୧୦
  • ଆଧୁନିକତାରୁ ଉତ୍ତର ଆଧୁନିକତା : ସମକାଳୀନ ଓଡ଼ିଆ କବିତା

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୧[୬] 'ସାବରମତି' ପାଇଁ
  • ଶାରଳା ପୁରସ୍କାର - ୨୦୧୮[୭] 'ମିଶ୍ର ଧ୍ରୁପଦ' ପାଇଁ
  • ଝଙ୍କାର ପୁରସ୍କାର - ୨୦୦୩ ( ପ୍ରଜାତନ୍ତ୍ର ପ୍ରଚାର ସମିତିଦ୍ୱାରା ପ୍ରଦତ୍ତ )
  1. ↑ Pūrvagraha. Madhyapradeśa Kalā Parishad. 1986.
  2. ↑ Testbook.com (3 October 2018). Current Affairs Capsule September 2018. Testbook.com. pp. 5–. GGKEY:3J92C7D0E2U.
  3. ↑ EduGorilla (20 May 2020). IBPS SO Rajbhasha Adhikari Officer. EduGorilla. pp. 358–. GGKEY:A0QEYAQF6DA. {{cite book}}: Text "Complete Practice Kit (Pre & Mains)" ignored (help)
  4. ↑ Vārshikī: Bhāratiya sāhitya sarvekshana. Kendrīya Hindī Nideśālaya, Śikshā tathā Saṃskr̥ti Mantrālaya, Bhārata Sarakāra. 2005.
  5. ↑ "ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇଲେ ଶାରଳା ପୁରସ୍କାର; ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର ଓ ଚିତ୍ରଶିଳ୍ପୀ ବିନୋଦ ମହାରଣା ସମ୍ମାନିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 14 December 2020. Retrieved 14 December 2020.
  6. ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Archived from the original on 14 December 2020. Retrieved 14 December 2020.
  7. ↑ Rohit Manglik (30 May 2020). LIC HFL (LIC Housing Finance Limited Assistant). EduGorilla. pp. 414–. GGKEY:QUSJA87BD8U. {{cite book}}: Text "10 Mock Test" ignored (help)