ଶତ୍ରୁଘ୍ନ ପାଣ୍ଡବ
Appearance
(ଶତୃଘ୍ନ ପାଣ୍ଡବରୁ ଲେଉଟି ଆସିଛି)
ଶତ୍ରୁଘ୍ନ ପାଣ୍ଡବ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୮ ଜୁଲାଇ ୧୯୫୫ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧ |
ଶତ୍ରୁଘ୍ନ ପାଣ୍ଡବ (ଜନ୍ମ: ୧୮ ଜୁଲାଇ ୧୯୫୫) ଜଣେ ଓଡ଼ିଆ କବି ଅଟନ୍ତି ।[୧][୨] ସେ ୨୦୦୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୫ ମସିହାରେ ଶାରଳା ପୁରସ୍କାର ଲାଭ କରିଥିଲେ ।[୩] ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ ।[୪]
ରଚନାବଳୀ
[ସମ୍ପାଦନା]କବିତା
- ବିଶ୍ୱାସର ଡାଳପତ୍ର ୧୯୮୩, ୧୯୯୧
- ପଦ୍ମ ପାଲିଙ୍କି ୧୯୯୬
- ସାବରମତି ୨୦୦୦
- ଦୃଶ୍ୟବୋଧ ୨୦୦୪
- କପଳବାସ୍ତୁ ୨୦୦୬
- ଶ୍ରାବସ୍ତୀରୁ ଶ୍ରାବସ୍ତୀ ୨୦୦୮
- ପାଣି ଓ ଅନ୍ୟାନ୍ୟ କବିତା
- ମିଶ୍ର ଧ୍ରୁପଦ - ୨୦୧୬ ( ୧୯୯୫ରୁ ୨୦୧୫ ମଧ୍ୟରେ ଲେଖାଯାଇଥିବା କବିତା ଗୁଡ଼ିକର ସଂକଳନ )[୫]
ଆଲୋଚନା ଓ ସମାଲୋଚନା
- କଥାଶିଳ୍ପୀ ମନୋଜ ଦାସ ୧୯୯୪
- ଆଧୁନିକ ଓଡ଼ିଆ କବିତା ପରିଚର୍ଚ୍ଚା ୧୯୯୮
- ଆଧୁନିକ ଓଡ଼ିଆ କବିତାର ଉତ୍ତରାୟଣ ୨୦୦୭
- ଆଧୁନିକ ଓଡ଼ିଆ କବିତା ସମୀକ୍ଷଣ ୨୦୦୯
ସମ୍ପାଦନା
- ଅନ୍ଧ ଯୁଗର କାହାଣୀ
- ବାମାଚରଣ ଗଳ୍ପ ସମ୍ଭାର ୧୯୯୮, ୨୦୦୪ (ନ୍ୟାସନାଲ ବୁକ୍ ଟ୍ରଷ୍ଟ, ନୂଆଦିଲ୍ଲୀ)
- ପ୍ରତିଭା ଶତପଥୀଙ୍କ ନିର୍ବାଚିତ କବିତା ୨୦୦୯
- ଓଡ଼ିଆ ସାହିତ୍ୟ ସମାଜ ସ୍ମରଣିକା ୨୦୧୦
- ଆଧୁନିକତାରୁ ଉତ୍ତର ଆଧୁନିକତା : ସମକାଳୀନ ଓଡ଼ିଆ କବିତା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୧[୬] 'ସାବରମତି' ପାଇଁ
- ଶାରଳା ପୁରସ୍କାର - ୨୦୧୮[୭] 'ମିଶ୍ର ଧ୍ରୁପଦ' ପାଇଁ
- ଝଙ୍କାର ପୁରସ୍କାର - ୨୦୦୩ ( ପ୍ରଜାତନ୍ତ୍ର ପ୍ରଚାର ସମିତିଦ୍ୱାରା ପ୍ରଦତ୍ତ )
ଆଧାର
[ସମ୍ପାଦନା]- ↑ Pūrvagraha. Madhyapradeśa Kalā Parishad. 1986.
- ↑ Testbook.com (3 October 2018). Current Affairs Capsule September 2018. Testbook.com. pp. 5–. GGKEY:3J92C7D0E2U.
- ↑ EduGorilla (20 May 2020). IBPS SO Rajbhasha Adhikari Officer. EduGorilla. pp. 358–. GGKEY:A0QEYAQF6DA.
{{cite book}}
: Text "Complete Practice Kit (Pre & Mains)" ignored (help) - ↑ Vārshikī: Bhāratiya sāhitya sarvekshana. Kendrīya Hindī Nideśālaya, Śikshā tathā Saṃskr̥ti Mantrālaya, Bhārata Sarakāra. 2005.
- ↑ "ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇଲେ ଶାରଳା ପୁରସ୍କାର; ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର ଓ ଚିତ୍ରଶିଳ୍ପୀ ବିନୋଦ ମହାରଣା ସମ୍ମାନିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 14 December 2020. Retrieved 14 December 2020.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Archived from the original on 14 December 2020. Retrieved 14 December 2020.
- ↑ Rohit Manglik (30 May 2020). LIC HFL (LIC Housing Finance Limited Assistant). EduGorilla. pp. 414–. GGKEY:QUSJA87BD8U.
{{cite book}}
: Text "10 Mock Test" ignored (help)