ହରପ୍ରସାଦ ପରିଛା ପଟନାୟକ
Jump to navigation
Jump to search
ହରପ୍ରସାଦ ପରିଛା ପଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୫୩ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ହରପ୍ରସାଦ ପରିଛା ପଟନାୟକ(ଜନ୍ମ:୧୯୫୩), ଜଣେ ଓଡ଼ିଆ ଆଧୁନିକ ସାହିତ୍ୟିକ, ଶିକ୍ଷାବିତ ଓ ସମ୍ପାଦକ ।[୧] ବର୍ତ୍ତମାନ ସେ ସର୍ବସାଧାରଣ ସମ୍ବାଦପତ୍ରର ସମ୍ପାଦକ ଭାବରେ କାର୍ଯ୍ୟରତ ।[୨] ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ,[୩] ଭାବେ ଦୁଇ ଥର ୦୧/୧୦/୧୯୯୬- ୧୯/୦୯/୧୯୯୯ ଓ ୦୪/୦୯/୨୦୦୭ରୁ ୦୩/୦୯/୨୦୧୦ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।[୪] ସେଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟାର[୫] ଏବଂ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ(୦୫/୦୧/୨୦୧୧-୩୧/୧୦/୨୦୧୧)[୬] ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ରଚନାବଳୀ[ସମ୍ପାଦନା]
କବିତା[ସମ୍ପାଦନା]
- ପିଙ୍କି କଥା (୧୯୭୬)
- ଏକା ଏକା ସନ୍ୟାସୀ (୧୯୮୧)
- ଅଥୟ ସୂର୍ଯ୍ୟ (୧୯୯୦)
- ଆୟୁଷ୍ମାନ ସମୟ (୧୯୯୫)
- ସବୁଅନ୍ଧାର ଆଜି ରାତିରେ (୧୯୯୬)
- ଜୀବନ ଜଙ୍ଘା (୨୦୦୪)
- ଅରଣ୍ୟରେ ଯେତେ ଦିନ (୨୦୦୭)
- ନଷ୍ଟ ହୋଇଯିବାର ମୋହ
- ସବୁଦିନର କବିତା
ଅନୁବାଦ[ସମ୍ପାଦନା]
- ନିରବତାର ସ୍ୱର(ଗ୍ରୀକ୍ କବିତାଗୁଡ଼ିକର ଓଡ଼ିଆ ଅନୁବାଦ) (୧୯୭୮)
- Solder in Exile(ରମାକାନ୍ତ ରଥଙ୍କ କିଛି କବିତାର ଇଂରାଜୀ ଅନୁବାଦ) (୧୯୮୯)
- Hawk and Other Stories(ହୃଷୀକେଶ ପଣ୍ଡାଙ୍କ ଗପର ଇଂରାଜୀ ଅନୁବାଦ ଓ ସମ୍ପାଦନା) (୧୯୯୦)
- Selected Oriya Poems(କବି ସୀତାକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ସହ ଓଡ଼ିଆ କବିତାର ଇଂରାଜୀ ଅନୁବାଦ)
- ସୂର୍ଯ୍ୟତୃଷ୍ଣା(କବି ସୀତାକାନ୍ତ ମହାପାତ୍ରଙ୍କ ସମ୍ପାଦନାରେ ଅନ୍ୟମାନଙ୍କ ସହ ମେସିଡୋନିଆ କବିତାର ଓଡ଼ିଆ ଅନୁବାଦ)
ସମ୍ପାଦନା[ସମ୍ପାଦନା]
- Probitas & Vortex (ଇଂରାଜୀ ପତ୍ରିକା)[୭]
- ଆବର୍ତ୍ତ(ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା) - ୧୯୮୮-୮୪
- Sun Times (ଇଂରାଜୀ ଖବରକାଗଜର ସାହିତ୍ୟ ପୃଷ୍ଠା)
- Songs for Kanha(ସ୍ୱାମୀ ଅରୁପାନନ୍ଦଙ୍କ କବିତା ପୁସ୍ତକ)
- Corals of Time(ସ୍ୱାମୀ ଅରୁପାନନ୍ଦଙ୍କ କବିତା ପୁସ୍ତକ)
- Sorrow of Cosmos(ଗବେଷଣାଧର୍ମୀ ପୁସ୍ତକ)[୮]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨(ନଷ୍ଟ ହୋଇଯିବାର ମୋହ)[୯]
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୨୦ ( ଗଙ୍ଗାଧର ରଥ ଫାଉଣ୍ଡେସରଦ୍ୱାରା ପ୍ରଦତ୍ତ )[୧୦]
ଆଧାର[ସମ୍ପାଦନା]
- ↑ Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
- ↑ http://sarbasadharana.com/?page_id=157
- ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 216–. ISBN 978-81-8450-151-3.
- ↑ http://odishasahityaakademi.org/English/secretaries.php
- ↑ http://www.thehindu.com/todays-paper/tp-national/tp-otherstates/Appointed-Sahitya-Akademi-secretary/article16147903.ece
- ↑ http://www.textbookbureauodisha.in/DirectorList.aspx
- ↑ The Indian P.E.N. P.E.N. All-India Centre. 1974.
- ↑ http://www.odiasahitya.com/featured/haraprasad-parichha-patnaik/
- ↑ http://odishasahityaakademi.org/sahitya-award13.php
- ↑ "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ" (ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ). ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.