ଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(ଶ୍ରୀ ଜଗନ୍ନାଥରୁ ଲେଉଟି ଆସିଛି)
ଶ୍ରୀ ଜଗନ୍ନାଥ
ନିର୍ଦ୍ଦେଶକଚିତ୍ତରଞ୍ଜନ ମିତ୍ର
ପ୍ରଯୋଜକସୁରେନ୍ଦ୍ର କୁମାର ଦାସ
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀଅଶ୍ୱିନୀ କୁମାର ଘୋଷ
କଳାକାରଗୋପାଳ ଘୋଷ, ଗ୍ଲୋରିଆ ମହାନ୍ତି
ସଙ୍ଗୀତବାଳକୃଷ୍ଣ ଦାସ, ରଣଜିତ ରାୟ
ମୁକ୍ତିଲାଭ ତାରିଖ
୨ ଫେବୃଆରୀ ୧୯୫୦
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚପ୍ରାୟ ୪,୦୦,୦୦୦ ଟଂକା[୧]

ଶ୍ରୀ ଜଗନ୍ନାଥ - ୧୯୫୦ରେ ମୁକ୍ତିଲାଭ କରିଥିବା ଏକ ପୌରାଣିକ ଓଡ଼ିଆ କଥାଚିତ୍ର । ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ କଥାଚିତ୍ର (ମୁକ୍ତିଲାଭ ଅନୁସାରେ) । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏହି କଥାଚିତ୍ରଟି ଆଧାରିତ ହୋଇଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଶ୍ରୀ ଜଗନ୍ନାଥ’ରେ ଅଭିନୟ କରିଥିବା କଳାକାର ହେଲେ:

ଏଥିରେ ଚପଳା ନାୟକ (ପାର୍ବତୀ ଘୋଷ) ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୭୧.{{cite book}}: CS1 maint: location (link)
  2. Palit, Ashok. "Odisha: Actress, director Parvati Ghosh reacts against wrong information over film KAA, STREE". Orissadiary. Retrieved 17 December 2015.

ବାହାର ଆଧାର[ସମ୍ପାଦନା]