ଅମଡ଼ା ବାଟ

ଉଇକିପିଡ଼ିଆ‌ରୁ
ଅମଡ଼ା ବାଟ
ନିର୍ଦ୍ଦେଶକଅମର ଗାଙ୍ଗୁଲୀ
ପ୍ରଯୋଜକବାବୁଲାଲ ଦୋଶୀ
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀବସନ୍ତ କୁମାରୀ ପଟ୍ଟନାୟକ
କଳାକାରବୃନ୍ଦାବନ, ଝରଣା ଦାସ, ଅକ୍ଷୟ ମହାନ୍ତି କାଶ୍ୟପ, ଉମାକାନ୍ତ, ଶରତ ପୂଜାରୀ
ସଙ୍ଗୀତବାଳକୃଷ୍ଣ ଦାସ
ଚିତ୍ରଗ୍ରହଣଦେଓଜିଭାଇ
ମୁକ୍ତିଲାଭ ତାରିଖ
୧୯୬୪
କଥାଚିତ୍ରର ସମୟ
୧୪୪ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ଅମର ଗାଙ୍ଗୁଲୀଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆ କଥାଚିତ୍ର ଅମଡ଼ା ବାଟ ୧୯୬୪ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଏହି ଚଳଚ୍ଚିତ୍ରଟି ବସନ୍ତ କୁମାରୀ ପଟ୍ଟନାୟକଙ୍କଦ୍ୱାରା ଲିଖିତ ଅମଡ଼ା ବାଟ ପୁସ୍ତକ ଉପରେ ପର୍ଯ୍ୟବସିତ ଥିଲା ।[୩]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଅମଡ଼ା ବାଟ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. http://www.washingtonbanglaradio.com/content/111522710-flashback-75-years-odiya-oriya-movies-kapilas-bhuyan-international-film-festival-i
  2. Orissa Review. Home Department, Government of Orissa. 1978.
  3. Sachidananda Mohanty (2005). Early women's writings in Orissa, 1898-1950: a lost tradition. Sage Publications. ISBN 978-0-7619-3308-3.
  4. http://www.thehindu.com/features/friday-review/dance/pioneering-odissi-dancer-laxmipriya-mohapatra-talks-about-how-odissi-became-one-of-the-popular-classical-dance-in-india/article6360063.ece

ବାହାର ଲିଙ୍କ[ସମ୍ପାଦନା]