କାର୍ତ୍ତିକ କୁମାର ଘୋଷ

ଉଇକିପିଡ଼ିଆ‌ରୁ
କାର୍ତ୍ତିକ କୁମାର ଘୋଷ
Born(1903-10-23)୨୩ ଅକ୍ଟୋବର ୧୯୦୩
ବାଖରାବାଦ, କଟକ
Died୧୯ ମଇ ୧୯୯୭(1997-05-19) (ବୟସ ୯୩)
Years active୧୯୫୦-୧୯୮୧
Known forଅଭିନେତା
Relativesଅଶ୍ୱିନୀ କୁମାର ଘୋଷ (ବଡ଼ଭାଇ)
Awardsଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

କାର୍ତ୍ତିକ କୁମାର ଘୋଷ (୨୩ ଅକ୍ଟୋବର ୧୯୦୩ – ୧୯ ମଇ, ୧୯୯୭) ଏକଧାରରେ ଅଭିନେତା, ନାଟ୍ୟକାର, ଗୀତିକାର, ଗାୟକ ଓ ନର୍ତ୍ତକ ଥିଲେ | ସେ ୧୯୦୩ ମସିହା ଅକ୍ଟୋବର ୨୩ତାରିଖ ଦିନ କଟକର ବାଖରାବାଦରେ ଜନ୍ମଗ୍ରହଣ କରିଥିଲେ ।[୧]କାହାଣୀକାର ଓ ଗୀତିକାର ଅଶ୍ୱିନୀ କୁମାର ଘୋଷ କାର୍ତ୍ତିକ କୁମାରଙ୍କ ବଡ଼ ଭାଇ ଥିଲେ । ଶ୍ରୀ ଲୋକନାଥ କଥାଚିତ୍ରର 'ଆଜି ଆକାଶେ କି ରଙ୍ଗ ଲାଗିଲା' ଗୀତଟି ସେ ରଚନା କରିଥିଲେ । ତାଙ୍କ ରଚିତ 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ' ୧୯୮୪ ମସିହାରେ ପ୍ରକାଶିତ ହେଇଥିଲା ।[୨] ୧୯୯୭, ମଇ ୧୯ ତାରିଖ ଦିନ ତାଙ୍କର ମୃତ୍ୟୁ ହେଇଥିଲା ।[୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 5 February 2013. Born on 23rd October 1903 at Bakhrabad in Cuttack.Kartik Kumar Ghosh
  2. "Library Books". Archived from the original on 5 March 2016. Retrieved 7 January 2016.
  3. "ନାଟ୍ୟକାର-ଅଭିନେତା କାର୍ତ୍ତିକ ଘୋଷ". ସମ୍ବାଦ. Retrieved 21 May 2016.
  4. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  5. "Eminent Odissi vocalist to be awarded - Times Of India". indiatimes.com. 2002. Retrieved 5 February 2013. Kartik Kumar Ghosh for theatre (1996)[permanent dead link]

ଅଧିକ ତଥ୍ୟ[ସମ୍ପାଦନା]