ଅଭିନେତ୍ରୀ (୧୯୬୫ର ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଅଭିନେତ୍ରୀ
ନିର୍ଦ୍ଦେଶକଅମର ଗାଙ୍ଗୁଲି
ପ୍ରଯୋଜକବାବୁଲାଲ ଦୋଶୀ[୧]
ସଂଳାପଶରତ ପୂଜାରୀ
ଚିତ୍ରନାଟ୍ୟଗୋପାଳ ଛୋଟରାୟ, ଅମର ଗାଙ୍ଗୁଲି
କାହାଣୀକାହ୍ନୁଚରଣ ମହାନ୍ତି
କଳାକାରଧୀର ବିଶ୍ୱାଳ, ଝରଣା ଦାସ, ଅଶୋକ, ରଜନୀକାନ୍ତ, ଉମାକାନ୍ତ, ସାମୁଏଲ ସାହୁ (ବାବି)
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଆଡ଼େନ୍ସ ଲରେଞ୍ଜ
ସମ୍ପାଦକମଧୁସୁଦନ ବନ୍ଦୋପାଧ୍ୟାୟ
ମୁକ୍ତିଲାଭ ତାରିଖ
୧୯୬୫
ଦେଶ ଭାରତ
ଭାଷାଓଡ଼ିଆ


ଅମର ଗାଙ୍ଗୁଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର[୨] ଓଡ଼ିଆଚଳଚ୍ଚିତ୍ର ଅଭିନେତ୍ରୀ ୧୯୬୫ ମସିହାରେ ମୁକ୍ତିଲାଭ କରିଥିଲା ।[୩] ଏହି ଚଳଚ୍ଚିତ୍ରଟି କାହ୍ନୁ ଚରଣ ମହାନ୍ତିଙ୍କ ଉପନ୍ୟାସ "ଅଭିନେତ୍ରୀ" ଉପରେ ପର୍ଯ୍ୟବସିତ ।[୪]

ଅଭିନୟରେ[ସମ୍ପାଦନା]

ଓଡ଼ିଆ ଚଳଚ୍ଚିତ୍ର ‘ଅଭିନେତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

ଆଧାର[ସମ୍ପାଦନା]

  1. http://dff.nic.in/ODIA_CINEMA_AND_ODIAS_IN_CINEMA_1.asp
  2. Cuttack Review of Literature, Criticiscm & Ideas. S. Patnaik. 1982.
  3. http://www.orissadiary.com/ShowOriyaOrbit.asp?id=32761
  4. Indian Cinema. Directorate of Film Festivals, Ministry of Information and Broadcasting. 1994.
  5. Ajīta Kaura; Arpana Cour (1976). Directory of Indian Women Today, 1976. India International Publications.
  6. "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ". ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 5 September 2018. Retrieved 5 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]