ଦୁର୍ଲଭ ସିଂ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଦୁର୍ଲଭ ସିଂ
ଜନ୍ମ ଓ ଜନ୍ମସ୍ଥାନ ୧୨ ମାର୍ଚ୍ଚ ୧୯୧୭(1917-03-12)
ନିମାପଡ଼ା, ପୁରୀ
ମୃତ୍ୟୁ ୪ ମଇ, ୨୦୧୦ (୯୩ ବର୍ଷ)
ପୁରୀ
ପ୍ରସିଦ୍ଧି ମଞ୍ଚ ଅଭିନେତା
ଜୀବନସାଥି ଲକ୍ଷ୍ମୀ ଦେବୀ

ଦୁର୍ଲଭ ସିଂ, ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।[୧] ସେ ୧୯୧୭ମସିହା ମାର୍ଚ୍ଚ ୧୨ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଦଶ ବର୍ଷ ବୟସରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ଅଭିନେତ୍ରୀ ଲକ୍ଷ୍ମୀ ଦେବୀଙ୍କୁ ସେ ବିବାହ କରିଥିଲେ । ତାଙ୍କର ୨ପୁଅ ଓ ୭ଝିଅ ।[୨] ୨୦୧୦ମସିହା ମେ ୪ତାରିଖରେ, ଦୁର୍ଲଭ ସିଂଙ୍କର ପୁରୀଠାରେ ପରଲୋକ ଘଟିଥିଲା । [୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]