ଆର୍ଯ୍ୟ ଯଜ୍ଞଦତ୍ତ

ଉଇକିପିଡ଼ିଆ‌ରୁ

ଆର୍ଯ୍ୟ ଯଜ୍ଞଦତ୍ତ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ତାଙ୍କର ଜଣାଶୁଣା ରଚନାବଳୀ ମଧ୍ୟରେ ଏକଲବ୍ୟର ସ୍ୱର, ପାପୁଲିର ପଦ୍ମ, ଫୁଲକୁଣ୍ଡରେ ପକ୍ଷୀ ଘର, ଡେଣା ଓ ଅନ୍ୟାନ୍ୟ ଗଳ୍ପ ଆଦି ଅନ୍ୟତମ । ସେ ଓଡ଼ିଆ ଲେଖିକା ଗାୟତ୍ରୀ ଆର୍ଯ୍ୟଙ୍କ ସହ ବିବାହିତ ।[୧]

ରଚନାବଳୀ[ସମ୍ପାଦନା]

  • ଆର୍ଯ୍ୟ, ଯଜ୍ଞଦତ୍ତ (1998). ଏକଲବ୍ୟର ସ୍ୱର. କଟକ: ଫ୍ରେଣ୍ଡସ୍ ପବ୍ଲିସର୍ସ.
  • ଆର୍ଯ୍ୟ, ଯଜ୍ଞଦତ୍ତ (1998). ପାପୁଲିର ପଦ୍ମ. କଟକ: ଅଗ୍ରଦୂତ ପବ୍ଲିସର୍ସ.
  • ଆର୍ଯ୍ୟ, ଯଜ୍ଞଦତ୍ତ (2005). ଡେଣା ଓ ଅନ୍ୟାନ୍ୟ ଗଳ୍ପ. କଟକ: ଅଗ୍ରଦୂତ.
  • ଆର୍ଯ୍ୟ, ଯଜ୍ଞଦତ୍ତ (1998). ଫୁଲକୁଣ୍ଡରେ ପକ୍ଷୀ ଘର. କଟକ: ଫ୍ରେଣ୍ଡସ୍ ପବ୍ଲିସର୍ସ.

ଆଧାର[ସମ୍ପାଦନା]

  1. "Hareskrushna Mahatab State Library" (PDF). Hareskrushna State Library. Retrieved 30 April 2023.

ବାହାର ଲିଙ୍କ[ସମ୍ପାଦନା]