ଅଧ୍ୟାପକ ବିଶ୍ୱରଞ୍ଜନ

ଉଇକିପିଡ଼ିଆ ରୁ
Jump to navigation Jump to search
ଅଧ୍ୟାପକ ବିଶ୍ୱରଞ୍ଜନ
Adhyapak Biswaranjan (cropped).jpg
ଜନ୍ମ ଓ ଜନ୍ମସ୍ଥାନ
ବିଶ୍ୱରଞ୍ଜନ ମହାପାତ୍ର

୧୯୪୭
ଜୀବିକାଶିକ୍ଷାବିତ ଓ ସାହିତ୍ୟିକ
ସମ୍ପର୍କୀୟବିବୁଧ ରଞ୍ଜନ

ଅଧ୍ୟାପକ ବିଶ୍ୱରଞ୍ଜନ (ଜନ୍ମ : ୧୯୪୭), ଜଣେ ଓଡ଼ିଆ ଶିକ୍ଷାବିତ[୧], ସାହିତ୍ୟିକ ଓ ସ୍ତମ୍ଭକାର ଅଟନ୍ତି ।[୨][୩][୪] ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପନା କରି ଅବସର ଗ୍ରହଣ କରିସାରିଛନ୍ତି ।

ରଚନାବଳୀ[ସମ୍ପାଦନା]

  • ଫୁଲଚୋରି ଓ ଅନ୍ୟାନ୍ୟ ପ୍ରେମଗଳ୍ପ
  • ଭୁତ କବିତା
  • ଚକ୍ର
  • ଚିଠି ଆସେନାହିଁ
  • ଦୂର ଅରଣ୍ୟ
  • ସ୍ୱପ୍ନବାସ
  • ବ୍ୟକ୍ତିଚିତ୍ର ଓ ବିଚାର ବିଚିତ୍ରା
  • ସାହିତ୍ୟ : ଶକ୍ତି ଓ ସ୍ୱରୂପ
  • ୨୦୨୦ : ବ୍ୟକ୍ତିରୁ ବିଶ୍ୱ
  • ଶ୍ରେଷ୍ଠ ଗଳ୍ପ
  • ଉଷା ମହଲ
  • ତଳମାଳି ସାହି
  • ପୁରୀ ଶିଶୁ ନାଟକ - ୧୯୮୮
  • ଜୀବ ଜନ୍ତୁଙ୍କ ନୂଆ କାହାଣୀ - ୧୯୯୧
  • ଫୋକ ଟେଲ୍ସ ଅଫ ଫୁଲବାଣୀ - ୧୯୯୩[୫]
  • ଇଣ୍ଡିଆ ଦ୍ୟାଟ ଇଜ ନଟ ଭାରତ[୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୨୦୧୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୭]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ରାଧାକାନ୍ତ ଦାସ ସ୍ମୃତି ସମ୍ମାନ (ସମ୍ବାଦ ସାହିତ୍ୟ), ୨୦୦୨ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)

ଆଧାର[ସମ୍ପାଦନା]

  1. "ନିମାପଡ଼ା ସାହିତ୍ୟ ସଂସଦର ସପ୍ତମ ବାର୍ଷିକୋତ୍ସବ". www.samajalive.in. ସମାଜ. Archived from the original on 31 May 2021. Retrieved 31 May 2021.
  2. "ସାହିତ୍ୟ ଏକାଡ଼େମୀ ନିମନ୍ତ୍ରଣ ପତ୍ର" (PDF). www.sahitya-akademi.gov.in. ସାହିତ୍ୟ ଏକାଡ଼େମୀ. Archived from the original (PDF) on 31 May 2021. Retrieved 31 May 2021.
  3. "ସପ୍ତମ ଏକାମ୍ର ପୁସ୍ତକ ମହୋତ୍ସବ ଉଦ୍‌ଘାଟିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 May 2021. Retrieved 31 May 2021.
  4. "ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି, ପ୍ରତିଷ୍ଠା ଭରିଥାଏ". www.dharitri.com. ଧରିତ୍ରୀ. Archived from the original on 31 May 2021. Retrieved 31 May 2021.
  5. Basanta Kiśora Sāhu (1995). Who's who in Oriya Children's Literature. Mayur Publications in collaboration with Research Institute of Oriya Children's Literature. ISBN 978-81-86040-44-7.
  6. Adhyapak Biswaranjan (2007). Iṇḍiā dẏāṭ ij naṭ Bhārata. Sr̥jana.
  7. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୩୧ ମଇ ୨୦୨୧.